Browsing Category

ବିଦେଶ

ବେରିଆ ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

ନୂଆଦିଲ୍ଲୀ: ମେଡାଗାସ୍କାର ରାଜଧାନୀ ଅଣ୍ଟାନାନାରିଭୋରେ ଅଘଟଣ । ବେରିଆ ଷ୍ଟାଡିୟମରେ ଦଳାଚକଟାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ମୋଦିଙ୍କ ସହ ଜିନପିଙ୍ଗଙ୍କ ଆଲୋଚନା…

ଭାରତର ଅନୁରୋଧକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କଥାବାର୍ତ୍ତା କରିଥିବା ଦାବିକୁ ନୂଆଦିଲ୍ଲୀ ପକ୍ଷରୁ ଖଣ୍ଡନ କରାଯାଇଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତା ଆଲୋଚନା…

ଜି-୨୦ ପାଇଁ ଭାରତ ଆସିବେନି ପୁଟିନ…

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି…

ନିର୍ବାଚନରେ ହେରଫେର ମାମଲା; ଟ୍ରମ୍ପ ଗିରଫ, ୨୦ ମିନିଟ୍‌ରେ ମୁକୁଳିଲେ…

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି। ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ…

ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍‌ ବୁକ, ତାଜରେ ରହିବେ ଜିନପିଙ୍ଗ

ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ…

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା

ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା  । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି  । ୪୯ବର୍ଷୀୟ ହିଥ୍  କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି ଖେଳାଳୀ ହେନେରୀ ଓଲଙ୍ଗା ତାଙ୍କ ଅଫିସିଆଲ ଟ୍ବିଟର…

ୟୁକ୍ରେନ୍‌ ଅଞ୍ଚଳରେ ପଶି ରୁଷ୍‌ ନଷ୍ଟ କଲା ଆମେରିକାର ମିଲିଟାରୀ ବୋଟ୍‌…

ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷୀୟ ଏୟାରଫୋର୍ସ ସ୍ନେକ୍‌ ଆଇଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟ୍‌କୁ ନଷ୍ଟ କରିଦେଇଛି। ହାଇ ସ୍ପିଡ୍‌ର ଏହି ମିଲିଟାରୀ ବୋଟ୍‌ରେ ୟୁକ୍ରେନ୍‌ର ସୈନିକମାନେ ଥିଲେ। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ…

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର…

ଅନଓ୍ବର-ଉଲ୍-ହକ୍ କକର୍ ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ସେଠାକାର ରାଜନୈତିକ ବାତାବରଣ ଗରମ ହୋଇଛି। ଅନ୍ୟପକ୍ଷରେ ନ୍ୟାସନାଲ ଆସେମ୍ବ୍ଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜ୍ କହିଛନ୍ତି ଯେ ଅନୱର-ଉଲ-ହକ୍ କକର୍ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ

ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କଲେ ଉତ୍ତର କୋରିଆର କିମ୍‌; ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ଆହ୍ବାନ

ସିଓଲ୍‌: ସେନାର ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କରି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅଧିକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ଏବଂ ସମରାଭ୍ୟାସ ବ୍ୟାପକ କରିବା ଲାଗି ସେନାକୁ ଆହ୍ବାନ ଦେଇଥିବା କଥା ଗୁରୁବାର ଦିନ ରାଷ୍ଟ୍ରାୟତ