Browsing Category

ବିଦେଶ

ବିଶ୍ୱର ୭୩.୫ କୋଟି ଲୋକ କ୍ଷୁଧାର୍ଥ; ଜାତିସଂଘ ରିପୋର୍ଟ

ନ୍ୟୁୟର୍କ :୨୦୨୨ରେ ବିଶ୍ୱର ୭୩.୫ କୋଟି ଲୋକ ଅତ୍ୟନ୍ତ କ୍ଷୁଧାର୍ଥ ଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଇଛି । ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାର୍ଥମୁକ୍ତ କରିବାକୁ ଜାତିସଂଘ ଯେଉଁ ଲକ୍ଷ୍ୟ…

ନେପାଳରେ କ୍ରାଶ୍‌ ହୋଇଗଲା ହେଲିକପ୍ଟର, ଥିଲେ ୬ ଯାତ୍ରୀ

କାଠମାଣ୍ଡୁ : ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା।ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି…

ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍‌ ହୋଇଗଲା ପ୍ରାଇଭେଟ ଜେଟ୍, ୬ ମୃତ

କାଲିଫର୍ଣ୍ଣିଆ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଜି ଭୋରରୁ ଏକ ପ୍ରାଇଭେଟ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ଜଳିଯିବା ସହ ସେଥିରେ ଥିବା ୬…

କାନାଡ଼ାରେ ଖାଲିସ୍ତାନ ସମର୍ଥକଙ୍କୁ କଡ଼ା ଜବାବ ଦେଲେ ଭାରତୀୟ, ଭାରତ ମାତା କି ଜୟ ନାରାରେ ସହର କମ୍ପିଲା

ଟୋରୋଣ୍ଟ : କାନାଡ଼ା ଟୋରୋଣ୍ଟର ସ୍ଥିତ ଭାରତୀୟ କନସୁଲେଟ(ବାଣିଜ୍ୟ ଦୂତାବାସ)ଙ୍କ କାର୍ଯ୍ୟାଳୟ ବାହାରେ ଖାଲିସ୍ତାନ ସମର୍ଥକମାନେ ରାଲି କରିବା ବେଳେ ଆଜି ଅଭିନବ ତରିକାରେ ଏହାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସମର୍ଥକମାନେ। ବହୁ ସଂଖ୍ୟକ ଭାରତୀୟମାନେ କାନାଡ଼ାର ରାଜରାସ୍ତାକୁ ଭାରତୀୟ ପତକା…

ଅଗଷ୍ଟ ୧୩ରେ ଭଙ୍ଗହେବ ପାକିସ୍ତାନ ନାସ୍‌ନାଲ୍ ଆସେମ୍ବ୍ଲି

ଇସ୍‌ଲାମାବାଦ: ପାକିସ୍ତାନ ନାସ୍‌ନାଲ୍ ଆସେମ୍ବ୍ଲି ଅଗଷ୍ଟ ୧୩ ତାରିଖରେ ଭଙ୍ଗହେବ । ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜିର ତରାର୍ ଏହି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ସେ କହିଛନ୍ତି । ତରାର୍ କହିଛନ୍ତି ନୂଆ…

ଆମେରିକୀୟ ଡ୍ରୋନ୍‌ର ରାସ୍ତା ରୋକିଲା ରୁଷୀୟ ଜେଟ୍

ଦାମାସ୍କସ: ସିରିୟାରେ ରୁଷର ତିନିଟି ଫାଇଟର୍ ଜେଟ୍ ବୁଧବାର ଆମେରିକାର ତିନିଟି ଏମ୍‌କ୍ୟୁ-୯ ଡ୍ରୋନ୍‌ର ରାସ୍ତା ରୋକିଛନ୍ତି । ଆମେରିକୀୟ ବାୟୁସେନା ଅନୁସାରେ ଡ୍ରୋନ୍ ଆଗରେ ରୁଷ୍‌ର ସୁଖୋଇ-୩୫ ଫାଇଟର୍ ଜେଟ୍ ପାରାଶୁଟ୍‌ରୁ ଫ୍ଲେୟର୍ସ ମାଡ଼ କରିବା ଫଳରେ ଡ୍ରୋନ୍‌ର ଫ୍ରଣ୍ଟ୍ ଭ୍ୟୁ ବ୍ଲକ୍…

ପ୍ରିଗୋଜିନଙ୍କ ହତ୍ୟା ଯୋଜନା କରିସାରିଛନ୍ତି ପୁଟିନ୍ !

କିବ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିବା ପରେ ବେସରକାରୀ ସେନା ଓ୍ଵାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ଏପରି ଦାବି କରିଛନ୍ତି ୟୁକ୍ରେନର ସାମିରକ ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଡାନୋଭ । ସେ…

ମହିଳାମାନେ ଯାଇପାରିବେନି ବ୍ୟୁଟି ପାର୍ଲର : ତାଲିବାନର କଡ଼ା ନିର୍ଦ୍ଦେଶ

କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଏବେ ମହିଳାଙ୍କୁ ବ୍ୟୁଟି ପାର୍ଲର…

ଫ୍ରାନ୍ସରେ ଦଙ୍ଗା ସ୍ଥିତି ଅଣାୟତ୍ତ, ୪୫ ହଜାର ସୁରକ୍ଷାକର୍ମୀ ମୁତୟନ

ନିଃସର୍ତ୍ତ ଅଫିସ : ୟୁରୋପୀ ଦେଶ ଫ୍ରାନ୍ସରେ ୪ ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୁଲିସ୍‌ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ…

ଓବାମାଙ୍କ ବାସଭବନ ସମ୍ମୁଖରୁ ସନ୍ଦିଗ୍ଧ ଯୁବକ ଗିରଫ, ମିଳିଲା ବିପୁଳ ବିସ୍ଫୋରକ

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍‌। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଯୁବକଙ୍କ ନାଁ, ଟେଲର ଟରଣ୍ଟୋ ବୋଲି ଜଣାଯାଇଛି। …