Browsing Category

ବିଦେଶ

ମଧୁମେହକୁ ମାତ୍ ଦେଇପାରିବ ଏହି ପାନୀୟ, ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ମାତ୍ ଦେବାପାଇଁ ପରୀକ୍ଷା-ନିରୀକ୍ଷା ଜାରି ରଖିଛନ୍ତି ବୈଜ୍ଞାନିକ। ଏହାରି ମଧ୍ୟରେ ଟାଇପ୍-୨ ମଧୁମେହ ପରିଚାଳନା କ୍ଷେତ୍ରରେ ଅନୁସନ୍ଧାନକାରୀଙ୍କୁ ମିଳିଛି ନୂଆ ସୁରାକ। କୋମ୍ବୁଚା ଭଳି ଏକ ପାନୀୟ ରହିଛି,…

୧୨ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହୋଇଥିବା ବ୍ୟକ୍ତି ପ୍ରଥମଥର ପାର୍କରେ ଚାଲିଲେ

ନୂଆଦିଲ୍ଲୀ : ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। ଟୋକୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ ସକ୍ଷମ ହୋଇଛନ୍ତି।ଜାମାନିଜ କମ୍ପାନୀ ଜେପ୍ପେଟ ହିଁ ଟୋକୋଙ୍କ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହେଲେ ଭାରତୀୟ-ଆମେରିକୀୟ ହର୍ଷବର୍ଦ୍ଧନ ସିଂହ

ୱାସିଂଟନ୍‌: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି। ଟୁଇଟର୍‌ରେ ପୋଷ୍ଟ୍‌ କରିଥିବା ଭିଡିଓ ବାର୍ତ୍ତାରେ ୩୮ ବର୍ଷିୟ ସିଂହ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍‌ଲଙ୍ଗ୍‌…

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ନଷ୍ଟ ହୋଇଗଲା ୨ଟି କୋଠା

ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ବଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ ଉଡୁଥିବା…

କାନାଡାର ଆଲ୍‌ବର୍ଟାରେ ବିମାନ ଦୁର୍ଘଟଣା: ୬ ମୃତ

କ୍ୟାନ୍‌ମୋର: ଶନିବାର ଦିନ ଆଲବର୍ଟା ପ୍ରଦେଶ ଅନ୍ତର୍ଗତ କାଲ୍‌ଗେରିର ପଶ୍ଚିମପ୍ରାନ୍ତରେ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା କାନାଡାର ପୁଲିସ କହିଛି। ‘ଦି ରୟାଲ୍‌ କାନାଡିୟାନ୍‌ ମାଉଣ୍ଟେଡ୍‌ ପୋଲିସ୍‌’ କହିଛି, ଜଣେ ପାଇଲଟ୍‌ ଓ ୫ଜଣ…

୪୬ ହଜାର ବର୍ଷର ବରଫାୟିତ କୃମିକୁ ପୁନରୁଜ୍ଜୀବିତ କଲେ ବୈଜ୍ଞାନିକ

ୱାସିଂଟନ: ୪୬,୦୦୦ ବର୍ଷ ତଳେ ବରଫ ଭିତରେ ରହିଥିବା ଏକ ଗୋଲକୃମିକୁ ବୈଜ୍ଞାନିକମାନେ ଜୀବନ୍ତ କରିତୋଳିଛନ୍ତି। ଅଜ୍ଞାତ ପ୍ରଜାତିର ଏହି କୃମି ସାଇବେରିଆ ଶୀତଳମରୁର ସ୍ଥାୟୀ ବରଫ ଭିତରେ ୪୦ ମିଟର (୧୩୧.୨ ଫୁଟ୍) ତଳେ ଥିଲା। କୃମିଟି ନିଷ୍କ୍ରିୟ ଅବସ୍ଥାରେ ଥିଲା, ଯେଉଁ ଅବସ୍ଥାକୁ…

ତାଲିବାନ ସହ ମିଶିବାକୁ ଚାହୁଁଛି ଅଲ କାଏଦା

ଇସଲାମବାଦ : ଆଗକୁ ବଢ଼ିବ ସନ୍ତ୍ରାସବାଦୀ ଆକ୍ରମଣ । ଦକ୍ଷିଣ ଏସିଆରେ ସୃଷ୍ଟି କରିବେ ଅସ୍ଥିରତା । କାରଣ ମିଶିବାକୁ ଯାଉଛନ୍ତି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ସହ ଅଲକାଏଦା ସନ୍ତ୍ରାସବାଦୀ ସଂଗଠନ । ଏମିତି ଖବର ସମ୍ବଳିତ ରିପୋର୍ଟ ଦିଆଯାଇଛି ଜାତିସଂଘ ନିରାପତ୍ତା ପରିଷଦକୁ…

ମିଳିତ ସମରାଭ୍ୟାସ ବେଳେ ହେଲିକପ୍ଟର କ୍ରାଶ୍‌, ୪ କ୍ରିଉ ମେମ୍ବର ନିଖୋଜ

କୁଇନ୍ସଲ୍ୟାଣ୍ଡ : ମିଳିତ ସମରାଭ୍ୟାସ ବେଳେ ମଝି ସମୁଦ୍ର ଉପରେ କ୍ରାଶ୍‌ ହେଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଥିବା ୪ କ୍ରିଉ ମେମ୍ବରଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ଗତକାଲି ରାତିରେ ଅଷ୍ଟ୍ରେଲିଆରେ ଘଟିଛି।ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସମୁଦ୍ର ଉପରେ ଗତକାଲି…

ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ

ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ…

ଜୋହାନ୍ସବର୍ଗରେ ଫୁଟିଲା ରାସ୍ତା, ପବନରେ ଉଡିଲା ଗାଡି ; ୯ ଜଣ ଗୁରୁତର

ଜୋହାନ୍ସବର୍ଗ : ପ୍ରକୃତି ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ । ପ୍ରକୃତିର ତାଣ୍ଡବ ବିଷୟରେ ଅନୁମାନ କରିବା ଅସମ୍ଭବ । ସୋସିଆଲ ମିଡିଆରେ ଏମିତି କେତେକ ଭିଡିଓ ନିଶ୍ଚିତ ଦେଖିଥିବେ । କିନ୍ତୁ ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଏମିତି ଏକ ଭିଡିଓ ରେକର୍ଡ ହୋଇଛି, ଯାହାକୁ ଦେଖିଲ ଆପଣ…