Browsing Category

ବିଦେଶ

ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା । ଏଭଳି କିଛି ଚମତ୍କାରୀ ଇଞ୍ଜେକ୍ସନ ତିଆରି କରିଛନ୍ତି ଇଂଲଣ୍ଡର ଅନୁସନ୍ଧାନକାରୀ ଟିମ । ଏହି ଇଞ୍ଜେକ୍ସନ ଦ୍ୱାରା ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀ ନିଜ ରୋଗରୁ ମୁକ୍ତି ପାଇ ପାରିବେ । ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କ୍ୟାନ୍ସର ।…

ଜୋହାନ୍ସବର୍ଗରେ ନିଆଁର ତାଣ୍ଡବ; ୬୩ ଜଣ ଜୀବନ୍ତ ଦଗ୍ଧ

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ। 63ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। 40ରୁ ଅଧିକ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ…

ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

ଭାରତ ଆସିବେ ନାହିଁ ସି ଜିନ୍‌ପିଙ୍ଗ୍‌। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। …

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ଭାରତୀୟ ବଂଶୋଦ୍ଭବ ଆଶାୟୀଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

ଆମେରିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଭାରତୀୟ ବଂଶୋଦ୍ଭବ। ବିବେକ ରାମସ୍ୱାମୀ ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଖବର ପ୍ରସାର ପରେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାମସ୍ୱାମୀଙ୍କୁ ଭୂରି ଭୂରି…

ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଡ୍ରୋନ୍‌ ଆକ୍ରମଣ; ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ବିମାନ ନଷ୍ଟ

ମସ୍କୋ: ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ କହିଛନ୍ତି। ଡ୍ରୋନ୍‌ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ମଧ୍ୟ…

ଆଇଟିସି ମୌର୍ଯ୍ୟ ଶେରାଟନରେ ରହିବେ ବାଇଡେନ୍, ତାଜ୍‌ ପ୍ୟାଲେସ୍‌ରେ ଜିନପିଙ୍ଗ୍‌

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ସଦସ୍ୟ ରାଷ୍ଟ୍ରର ନେତା ଏବଂ ପ୍ରତିନିଧି ଦଳ ଦିଲ୍ଲୀ ଆସିବେ। ସମ୍ମିଳନୀ ସମୟରେ ଦିଲ୍ଲୀ-ଏନ୍‌ସିଆରର ୩୦ରୁ ଅଧିକ ହୋଟେଲ୍‌ରେ ଜି-୨୦ ପ୍ରତିନିଧିମାନେ ରହିବେ। ଆମେରିକା ର‌ାଷ୍ଟ୍ରପତି ଜୋ ବାଇଡେନ୍‌ ଆଇଟିସି ମୌର୍ଯ୍ୟ ଶେରାଟନ୍‌ରେ ରହିବେ ଏବଂ ଚୀନ୍‌…

ଟ୍ରମ୍ପଙ୍କ ମଗଶଟ୍‌ ଫଟୋ ଦେଖି ବାଇଡେନ କହିଲେ- ହ୍ୟାଣ୍ଡସମ୍‌ ବ୍ୟକ୍ତି

ଗତ ନିର୍ବାଚନ ରେଜଲ୍ଟ ହେରଫେର ମାମଲାରେ ଗତ ଗୁରୁବାର ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ୨୦ ମିନିଟ୍‌ରେ ତାଙ୍କୁ ଜାମିନ ବି ମିଳି ଯାଇଥିଲା । ମାତ୍ର ଆଇନଗତ ପ୍ରକ୍ରିୟା ଅନୁଯାୟୀ, ଟ୍ରମ୍ପଙ୍କ ମଗଶଟ୍‌…

ବେରିଆ ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

ନୂଆଦିଲ୍ଲୀ: ମେଡାଗାସ୍କାର ରାଜଧାନୀ ଅଣ୍ଟାନାନାରିଭୋରେ ଅଘଟଣ । ବେରିଆ ଷ୍ଟାଡିୟମରେ ଦଳାଚକଟାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ମୋଦିଙ୍କ ସହ ଜିନପିଙ୍ଗଙ୍କ ଆଲୋଚନା…

ଭାରତର ଅନୁରୋଧକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କଥାବାର୍ତ୍ତା କରିଥିବା ଦାବିକୁ ନୂଆଦିଲ୍ଲୀ ପକ୍ଷରୁ ଖଣ୍ଡନ କରାଯାଇଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତା ଆଲୋଚନା…

ଜି-୨୦ ପାଇଁ ଭାରତ ଆସିବେନି ପୁଟିନ…

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି…