Browsing Category

ବିଦେଶ

ଜୋ ବାଇଡେନ ଓ ଜେଲେନ୍‌ସ୍କି ସାକ୍ଷାତ; ଯୁଦ୍ଧ ପାଇଁ ସହାୟତା ମାଗିଲା ୟୁକ୍ରେନ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି । ଆମେରିକା ଗସ୍ତରେ ଆସି ସାକ୍ଷାତ କରିଛନ୍ତି ଭୋଲୋଡିମିର ଜେଲେନ୍‌ସ୍କି । ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି । ୟୁକ୍ରେନକୁ ଆମେରିକାର ସହାୟତା ନିହାତି…

୧୬ ବର୍ଷରେ ହାସଲ କଲେ ୧୭୦ କଲେଜର ଆଡମିଶନ୍‌ ଅଫର୍‌, ପାଇଲେ ୯ ମିଲିୟନ୍‌ ଡଲାର ସ୍କଲାରସିପ୍‌…

ଆମେରିକାର ୧୬ ବର୍ଷ ବୟସର ଜଣେ ଛାତ୍ର ଇତିହାସ ସୃଷ୍ଟି କରିଛନ୍ତି । ଡେନିସ ମଲିକ୍‌ ବାର୍ନେସ୍‌ ନାମକ ଏହି ଛାତ୍ର ୧୭୦ କଲେଜ୍‌ ଏବଂ ୟୁନିଭର୍ସିଟିରୁ ଆଡମିଶନ୍‌ ଅଫର ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଥି ସହିତ ୯ ମିଲିୟନ୍ ଡଲାର ସ୍କଲାରସିପ୍‌…

୩୫ ବର୍ଷୀୟ ଯୁବକଙ୍କୁ ହେଲା ୭୦ ବର୍ଷୀୟ ବୃଦ୍ଧାଙ୍କ ସହ ପ୍ରେମ…

ସୀମା ପାର ପ୍ରେମ କାହାଣୀ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୀମା ହାଇଦର ଓ ମଞ୍ଜୁ ପରେ ଏବେ ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମୀଯୁଗଳ ବୟସର ଚିନ୍ତା ମଧ୍ୟ କରିନାହାନ୍ତି । ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକଙ୍କୁ ୭୦ ବର୍ଷୀୟ…

କାନାଡା-ଭାରତ ବିବାଦକୁ ‘ହାତୀ ସହିତ ପିମ୍ପୁଡି’ର ଲଢ଼େଇ ସଙ୍ଗେ ତୁଳନା କଲେ ପୂର୍ବତନ ପେଣ୍ଟାଗନ୍‌ ଅଧିକାରୀ

ଭାରତ-କାନାଡା ବିବାଦରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ଅଛି ଏବଂ ଏହା ହାତୀ ସହିତ ଲଢ଼େଇ କରିବା ଲାଗି ପିମ୍ପୁଡ଼ିର ଆହ୍ବାନ ଭଳି ମନେ‌ ହେଉଛି ବୋଲି ପେଣ୍ଟାଗନ୍‌ର ପୂର୍ବତନ କର୍ମଚାରୀ ତଥା ‘ଆମେରିକାନ୍‌ ଏଣ୍ଟର୍‌ପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ବରିଷ୍ଠ…

ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ୍‌: ଆମେରିକା ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି…

ୱାସିଂଟନ୍‌: ଆମେରିକା ଓ ବିଶ୍ବ ପ୍ରତି ଚୀନ୍‌କୁ ଜୀବନ୍ତ ବିପଦ କହି ଭାରତୀୟ-ଆମେରିକୀୟ ତଥା ‘ରିପବ୍ଲିକାନ୍‌ ପାର୍ଟି’ର ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି ଦାବି କରିଛନ୍ତି ଯେ, ବେଜିଙ୍ଗ୍‌ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଶୁକ୍ରବାର ଦିନ ଷ୍ଟେଟ୍‌ ଅଫ୍‌ ନିଉ…

ଆତଙ୍କବାଦ ବନ୍ଦ କର, ପାକ୍‌ ଅଧିକୃତ କଶ୍ମୀର ଛାଡ଼: ଭାରତ

ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନ୍ୟୁୟର୍କରେ…

ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ…

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ ୫୦ରୁ ୬୦ ହଜାର ରୋଜଗାର କରୁଥିଲା…

ଫତେପୁର ସିକ୍ରିରେ ଫଟୋ ଉଠାଉଥିଲେ ଫ୍ରେଞ୍ଚ ନାଗରିକ; ୯ ଫୁଟ ଉପରୁ ଖସି ପଡ଼ିଲେ

ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିବ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଗଲା ମହିଳା ପର୍ଯ୍ୟଟକଙ୍କ ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ ରେଲିଂ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି।…

୨୦୨୪ରୁ ‘ପାସ୍‌ପୋର୍ଟ’ମୁକ୍ତ ହେବ ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର: ରିପୋର୍ଟ

ସିଙ୍ଗାପୁର: ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍‌ପ‌ୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’…

ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ…

ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍‌ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଏ’…