Browsing Category

ବିଦେଶ

ସାବାଡ଼ ହେବେ ଡ୍ରୋନ୍‌ ଆକ୍ରମଣକାରୀ, ନଜର ରଖିବ ନାଭାଲ ଟାସ୍କ ଗ୍ରୁପ୍‌

ଆରବ ସାଗରରେ ଲଗାତର ଜାହାଜ ଉପରେ ହେଉଛି ଡ୍ରୋନ୍‌ ଆକ୍ରମଣ। ଆନ୍ତର୍ଜାତୀୟ ଶିପିଂ ଲେନ୍‌ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣ ପରେ ଏବେ ଭାରତୀୟ ନୌସେନା ସଜାଗ ହୋଇପଡିଛି। ଉତ୍ତର ଏବଂ ମଧ୍ୟ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନଜର ରଖିଛି ଭାରତୀୟ ନୌସେନା।…

ଇସ୍ରାଏଲ ଦୂତାବାସ ‘ବିସ୍ଫୋରଣ’: ମିଳିଲା ଷଡ୍‌ଯନ୍ତ୍ରର ପ୍ରମାଣ…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତିନି ଦିନର ତଦନ୍ତ ପରେ ଦିଲ୍ଲୀ ପୁଲିସ ଏକ ଏଫଆଇଆର ରୁଜୁ କରିବାକୁ ଯୋଜନା କରୁଛି। କାରଣ ସେମାନେ ରାଷ୍ଟ୍ରଦୂତଙ୍କୁ ଧମକ ଦେବା ପାଇଁ ଷଡଯନ୍ତ୍ର କରୁଥିବା ନେଇ…

କାନାଡ଼ାରେ ହିନ୍ଦୁ ବ୍ୟବସାୟୀଙ୍କୁ ଟାର୍ଗେଟ, ଘର ଉପରକୁ ଆଖିବୁଜା ଫାୟାରିଂ…

କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଅଛି ନା ନାହିଁ ତାହା ସ୍ପଷ୍ଟ…

କତାରରେ ଫସିଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି, ମିଳିବନି ଫାଶୀ…

ନୂଆଦିଲ୍ଲୀ : ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମିଳିଲା ଆଶ୍ୱସ୍ତି। ଏମାନଙ୍କୁ ଆଉ ଦିଆଯିବନି ଫାଶୀ। କତାରର ଏକ କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି।ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮…

ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା…

ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି। ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ନାମାଙ୍କନ…

ରହସ୍ୟଜନକ ଭାବେ ‘ଜିହାଦୀ ଗୁରୁ’ର ମୃତ୍ୟୁ…

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ତଥା ଜିହାଦୀ ଗୁରୁ ଭାବେ ପରିଚିତ ଅବଦୁଲ୍ଲା ଶାହୀନ ପ୍ରାଣ ହରାଇଛି। ପାକିସ୍ତାନର କସୌର ଠାରେ ବେଶ ରହସ୍ୟଜନକ ଭାବେ ଗୋଟିଏ ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି। ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ…

ମୁକ୍ତ ହେବେ ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ

ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ…

ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୭୦ ମୃତ…

ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ…

ପ୍ରାଗର ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା; ୧୪ ମୃତ, ୨୫ ଆହତ

ଚେକ ରାଜଧାନୀ ପ୍ରାଗର ଏକ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଗତକାଲି ଅପରାହ୍ନରେ ଆକ୍ରମଣ ଘଟିଥିବା ଚେକ ପୁଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚେକ ପୁଲିସ ମହାନିର୍ଦ୍ଦେଶକ…

ଭାରତୀୟ ଯୁବତୀଙ୍କୁ ପାଉନି FBI, ଘୋଷଣା କଲା ୧୦ ହଜାର ଡଲାରର ପୁରସ୍କାର…

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ହୋଇ ଯା଼ଇଥିବା ୨୯ ବର୍ଷୀୟ ଭାରତୀୟ ଯୁବତୀଙ୍କୁ ଖୋଜି ଖୋଜି ନିରାଶ ହୋଇଛି ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ। ଏବେ ଯୁବତୀଙ୍କ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ଏଫବିଆଇ ପକ୍ଷରୁ…