Browsing Category

ଖେଳ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ପୂଜାରା, ଦିନିକିଆରେ ସଞ୍ଜୁ ସାମସନ୍ ସାମିଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଶୁକ୍ରବାର ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା

ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର୍‌ ବୁଧବାର ପ୍ରକାଶିତ ଆଇସିସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ଖେଳିନଥିବା ଅଶ୍ବିନ ପୂର୍ବ ପରି ୮୬୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଜେମ୍ସ ଆଣ୍ଡରସନ୍‌ (୮୨୯)

ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଗହିଙ୍ଗିଆ ଖେଳ ପଡିଆ ଠାରେ ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ମ୍ୟାଚରେ ଗୁଞ୍ଜିଗାଁ ଦଳ ପୁରୁଣା ନୂଆଗାଁ ଦଳକୁ ୧୯ ରନ୍ ରେ ପରାସ୍ତ କରିଥିଲା। ଟସ୍ ଜିତି ଗୁଞ୍ଜିଗାଁ ଦଳ

ଆଇସିସି, ବିସିସିଆଇ ଦେଲେ ପାକିସ୍ତାନକୁ ବଡ଼ ଝଟକା, ବିଶ୍ବକପ- ମ୍ୟାଚ ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ପ୍ରତ୍ୟାଖ୍ୟାନ

ମୁମ୍ବାଇ : ପାକିସ୍ତାନ କ୍ରିକେଟ ବୋର୍ଡକୁ ଏକ ବଡ଼ ଝଟକା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତର ବିସିସିଆଇ । ଆଇସିସି ଓ ବିସିସିଆଇ ଆଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦାବି କରିଥିଲା ଯେ, ୨୦୨୩ ବିଶ୍ବକପ୍ ମ୍ୟାଚ୍ ଚେନ୍ନାଇ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ଖେଳାଯାଉ ।

ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟରେ ହଙ୍ଗାମା, ୬ ମାସରେ ହିଁ ଅଧ୍ୟକ୍ଷ ପଦ ଛାଡିଦେଲେ ନଜମ ସେଠୀ

ନୂଆଦିଲ୍ଲୀ: ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ହଙ୍ଗାମା ଦେଖିବାକୁ

ଭାରତରେ ବିଶ୍ବକପ ଖେଳିବାକୁ ପାକିସ୍ତାନ ମନା କରୁ : ମିଆଁଦାଦ୍

କରାଚୀ : ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭାରତରେ ହେବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ

ଏସିଆ କପ୍‌ ହକି ବିଜେତା ଦଳର ଓଡ଼ିଶା ଖେଳାଳି ସମ୍ବର୍ଦ୍ଧିତ

ଭୁବନେଶ୍ବର : ଓମାନ୍‌ରେ ଆୟୋଜିତ ଏସିଆ କପ୍‌ ବାଳକ ହକି ଜିତି ଭାରତ ଇତିହାସ ରଚିଥିଲା। ଏହି ବିଜେତା ଦଳରେ ଓଡ଼ିଶାରୁ ୩ ଜଣ ଅମନଦୀପ ଲାକ୍ରା, ସୁଦୀପ ଚିର୍ମାକୋ ଓ ସୁନିତ ଲାକ୍ରା ରହିଥିଲେ। ଏହି ସମସ୍ତ ଖେଳାଳି ପାନପୋଷରେ ଥିବା ରାଉର‌କେଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷାର୍ଥୀ। ଏମାନେ

ମଣିପୁର ହକି ଦଳର ସଂଘର୍ଷର କାହାଣୀ : ହିଂସା ଓ ଅଭାବକୁ ହରାଇଲା ହକି

ରାଉରକେଲା : ସେପଟେ ଭୟାନକ ରୂପ ଧାରଣ କରିଛି ମଣିପୁର ହିଂସା। ହେଲେ, ଏପଟେ ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ମଣିପୁରର ଖେଳାଳି। ଏତିକି ନୁହେଁ, ମାସକ ପୂର୍ବେ ମଣିପୁର ଦଳ ନିଜର ଜଣେ ତାରକା ଖେଳାଳିଙ୍କୁ ହରାଇଥିବାବେଳେ ଏବେବି

କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମ୍ୟାଚ ଚାଲିଥିବା ବେଳେ ବିଜୁଳି ବିଭ୍ରାଟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ଦେଖାଦେଇଛି ବିଦ୍ୟୁତ ବିଭ୍ରାଟ। ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅନ୍ଧାର ହୋଇଯାଇଥିଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମରେ ଖେଳାଳି ମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ବିଦ୍ୟୁତ

ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିଆ କପ୍: ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଖେଳାଯିବ ୯ଟି ମ୍ୟାଚ୍

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ