Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ
କଟକ : ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ । ଭବାନୀ ଶଙ୍କର ମହାନ୍ତିକୁ ଗିରଫ କଲା ଦରଘା ବଜାର ଥାନା ପୋଲିସ । ଗତ ୧୭ ତାରିଖ ଦିନ ବାରପଥର ଅଞ୍ଚଲରେ ଘଟିଥିଲା ଘଟଣା। ଗାଡି ପାର୍କିଂ କୁ ବାରଣ କରିଥିଲେ କାର୍ଯ୍ୟରତ ଟ୍ରାଫିକ କର୍ମଚାରି।
ଏହାକୁ ନେଇ!-->!-->!-->…
ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର
ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ବେଆଇନ ପାର୍କିଂ ଯୋଗୁଁ ୭୫୯ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ!-->…
ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା
ଭୁବନେଶ୍ବର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ କିସ୍ତି ଖୁବ୍ ଶୀଘ୍ର ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ।
ତେବେ କ’ଣ ଆପଣ ଆବେଦନ କରିଥିଲେ ବି!-->!-->!-->…
ସମ୍ବଲପୁରରେ ବନ୍ଦ ରହିଛି ମୋ ବସ ସେବା, ବିଭିନ୍ନ ଦାବି ନେଇ ଆନ୍ଦୋଳନ କର୍ମଚାରୀ
ସମ୍ବଲପୁର : ସମ୍ବଲପୁର ସହରରେ ଆଜି ମୋ ବସ୍ ବନ୍ଦ କରାଯାଇଛି। ମୋ ବସ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ । ପ୍ରବଳ ଭିଡ଼ ହେଉଥିବାରୁ ଟିକଟେ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ ରହିଛି ଆଜି ମୋ ବସ ।
ମୋ ବସରେ କାର୍ଯ୍ୟ କରୁଥିବା!-->!-->!-->…
ଓଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ଓଡିଶା ସରକାର ସୋମବାର ଦିନ ୧୧ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଶଳୈନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି। ସେ କ୍ରୀଡା ଏବଂ ଯୁବ ସେବା ବିଭାଗରେ ଯୁଗ୍ମ ସଚିବ!-->!-->!-->…
କୋଟିଏ ଟଙ୍କାର ଲୁଟ ସୁନା ଓ ରୁପା ଅଳଙ୍କାର ଜବତ, ଦୁଇ ଗିରଫ
ମୋହନା : ଏକ କୋଟି ଟଙ୍କାର ସୁନା ଓ ରୁପା ଗହଣା ଚୋରି ଘଟଣାର ପର୍ଦାଫାଶ , 2 ଅଭିଯୁକ୍ତ ଗିରଫ l ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜ଼ାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ 25 ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା, ରୁପା ସହ 70 ହଜାର!-->…
ବିଭିନ୍ନ ସମସ୍ୟାକୁ ନେଇ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆଜି ଏକ ରାଲି ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ସହ ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ବର୍ତମାନ ୧୦୮!-->…
ଶିମିଳିପାଳରେ ମହାରାଷ୍ଟ୍ରର ବାଘୁଣୀ
ବାରିପଦା: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଆସିଥିବା ବାଘୁଣୀକୁ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କୋର୍ ଅଞ୍ଚଳର ଏକ ଏନକ୍ଲୋଜରରେ ଛାଡି ଦିଆଯାଇଛି।
ଟ୍ରାନ୍ସଲୋକେସନ୍ ପ୍ରୋଜେକ୍ଟ ଅଧୀନରେ ୧୦୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି!-->!-->!-->…
୩ୟ ସେମିଷ୍ଟାର ପରୀକ୍ଷାରେ କମ ମୂଲ୍ୟାୟନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଲେଜର ଶତାଧିକ ଛାତ୍ର ଛାତ୍ରୀ
ମାଲକାନଗିରି (୨୮/୧୦) : ମାଲକାନଗିରି ମହାବିଦ୍ୟାଳୟ,ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ତୃତୀୟ ସେମିଷ୍ଟାର ପରୀକ୍ଷାରେ ବ୍ରହ୍ମପୁର ୟୁନିଭେରସିଟିରେ ଯାଞ୍ଚ ହୋଇଥିବା ପରୀକ୍ଷାଗୁଡିକରେ ମେଧାବୀ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ପାଠ୍ୟକ୍ରମରେ ମାତ୍ର ୧ କିମ୍ବା ୨ନମ୍ବର ଆଣିଛନ୍ତି। ଏପରିକି!-->…
ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ।
ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ!-->!-->!-->…