ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୧୫ରୁ ଆରମ୍ଭ : ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ

ଦ୍ୱିତୀୟ ଥର ପାଇଁ ସ୍ଥିତି ଜାହିର କଲା ଲାଲ ବାହିନୀ : କହମଗୁଡା ଛକ ଘାଟି ଅଞ୍ଚଳ ରେ ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର

ବାଲିଗୁଡା,ତା, ୧୪/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଂଚଳରେ ପୁନଃ ଦ୍ଵିତୀୟ ଥର ପାଇଁ ଲାଲ ବାହିନୀ ବ୍ୟାନର ଓ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଛି l କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଶୁକ୍ରବାର ସକାଳୁ ସକାଳୁ ବାଘୁନା

ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

ବାଲିଗୁଡା ,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨୦୧୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଦୀର୍ଘ ୧୧ ବର୍ଷ ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ ଙ୍କ ଅଦାଲତ ରାୟ ପ୍ରକାଶ କରି

ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ : ବସୁନ୍ଧରା ଯୋଜନାର ଚିହ୍ନଟ ହିତାଧିକାରୀ ତୁରନ୍ତ ପଟ୍ଟା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

ଛତ୍ରପୁର, : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା ଯୋଜନା ଆନୁକୂଲ୍ୟ ରେ ଗଞ୍ଜାମ ଜିଲ୍ଲା ରେ ଚିନ୍ହଟ ହୋଇଥିବା ୧୬୪୩ ଜଣ ଭୂମିହୀନ ମଧ୍ୟ ରୁ

ଭୁବନ ନଗରପାଳଙ୍କ ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ ରଥ ଉଦଘାଟିତ

ବ୍ରହ୍ମପୁର : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ସ୍ୱଚ୍ଛତା କରିବା ଉଦେଶ୍ୟରେ ସ୍ୱଚ୍ଛ ସର୍ବେକ୍ଷଣ ରଥ କୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭୁବନ ନିର୍ବାହୀ ଅଧିକାରୀ ଲୋକ ନାଥ ବେଜ ଓ ସମସ୍ତ ୱାର୍ଡ ସଭ୍ୟ ଅଂଶ ଗ୍ରହଣ କରିଥିଲେ। ଭୁବନ

ବ୍ଲକସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ସଭାଗୃହରେ ବ୍ଲକସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଅତିରିକ୍ତ ବିଡ଼ିଓ କବିତା

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ୩ ବର୍ଷ ପରେ ପୁଣି ଖୋଲା ହେବ ଫାଇଲ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଲିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟାଇଛି। ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍‌କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ୍ ପୁନଃ ତଦନ୍ତ ଆରମ୍ଭ କରିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା

୧୦ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ

ଭୁବନେଶ୍ଵର: ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ମୋହନ ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ମାସର ବକେୟା ରାଶି । ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ

ଓଡ଼ିଆ ଅସ୍ମିତା: ଅରୁଣ-ସୂର୍ଯ୍ୟବଂଶୀ କଥା କଟାକଟି

ଭୁବନେଶ୍ଵର: ବିଧାନସଭାରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । କଥା କଟାକଟି ହେଲେ ଶାସକ-ବିରୋଧି । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁହାଁମୁହିଁ । ଅରୁଣ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ସୂର୍ଯ୍ୟବଂଶୀ । ବିଜେଡି ବିଧାୟକ

ପୂର୍ବ ତୁଳନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି କହିଲେ ଟ୍ରମ୍ପ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇଛି । ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୋଦୀ । ଉଭୟ ନେତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଦ୍ବିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମୋଦୀ ପ୍ରଥମ