ରତନ ଟାଟାଙ୍କୁ ‘ଭାରତ ରତ୍ନ’! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାସ୍‌

ମୁମ୍ବାଇ : ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନିତ କରାଯାଉ। ଏଭଳି କିଛି ଦାବି ଭିତରେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର…

ୱାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡର ପ୍ରଶଂସା- ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେଶର ଖାଦ୍ୟ ପ୍ରଣାଳୀର ଏକ ସ୍ୱତନ୍ତ୍ରତା ଥାଏ। ଏ ସ୍ୱତନ୍ତ୍ରତାରେ ଭାରତ ପ୍ରଶଂସାର ପାତ୍ର ହୋଇଛି। କାରଣ ଭାରତୀୟମାନେ ଖାଉଥିବା ଖାଦ୍ୟ ପରିବେଶ ପାଇଁ ଖୁବ୍ ଅନୁକୁଳ ଆଉ ପୋଷଣୀୟ ମଧ୍ୟ। ଏକଥା ଆମେ କହୁନୁ, ୱାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ(WWF)ର ଲିଭିଂ ପ୍ଲାନେଟ୍…

ଟେନିସରୁ ନାଦାଲଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ : ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି। ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଦାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ…

୩ କୋଟି ବୀମା ଧାରକଙ୍କ ତଥ୍ୟ ଚୋରି

ନୂଆଦିଲ୍ଲୀ : ଷ୍ଟାର ହେଲ୍‌ଥ ବୀମା କମ୍ପାନୀର ୩ କୋଟି ୨୦ ଲକ୍ଷ ଗ୍ରାହକଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି। ଜଣେ ହ୍ୟାକର ଏହି ତଥ୍ୟ ଚୋରି କରିନେଇଥିବା ଦାବି କରିଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ଗ୍ରାହକଙ୍କ ତଥ୍ୟ ଲିକ୍‌ କରାଯାଇଥିବା ହ୍ୟାକର ଜଣକ ସୂଚନା ଦେଇଛି। ଏହି…

ଭାରତ ତିଆରି କରିବ ୨ଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ

ନୂଆଦିଲ୍ଲୀ : ଭାରତ ନିର୍ମାଣ କରିବ ୨ଟି ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ। ସ୍ଵଦେଶୀ ଜ୍ଞାନକୌଶଳରେ ଏହା ତିଆରି କରାଯିବ। ଭାରତ ସରକାରଙ୍କ କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ) ଏ ନେଇ ଅନୁମତି ପ୍ରଦାନ କରିଛି। ଏହାଦ୍ଵାରା ଭାରତୀୟ​‌ ନୌସେନାକୁ ଅଧିକ ଶକ୍ତି ମିଳିବ। ଉଭୟ…

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ; ଅଟକିଲା ଟ୍ରେନ୍‌

ନୂଆଦିଲ୍ଲୀ : ଟ୍ରେନରେ ଆତଙ୍କବାଦୀମାନେ ନେଇଯାଉଛନ୍ତି ବିସ୍ଫୋରକ। ଏହା ଜଣାପଡ଼ିବା ପରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ଆଜି ସକାଳେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ…

ଜଣେ ଧର୍ମନିରପେକ୍ଷ ସନ୍ଥ ଥିଲେ ରତନ ଟାଟା

ନୂଆଦିଲ୍ଲୀ : ଆଜି ଭାରତ ଏକ ରତ୍ନକୁ ହରାଇଛି। ଅର୍ଥାତ୍ ବିଶ୍ୱର ସୁପ୍ରତିଷ୍ଠିତ ଶିଳ୍ପପତି ରତନ ନବଲ ଟାଟା ଚିର ନିଦ୍ରାରେ। 86 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ବର୍ଷିୟାନ ଶିଳ୍ପପତି। ତାଙ୍କ ବିୟୋଗରେ ସମଗ୍ର ଦେଶ ଆଜି ଶୋକ ସନ୍ତପ୍ତ।କାରଣ ସେ…

ବିଖ୍ୟାତ ଡାକ୍ତର ପି.ବେଣୁଗୋପାଳଙ୍କ ପରଲୋକ; ଭାରତରେ ପ୍ରଥମ ହାର୍ଟ ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ହୃତପିଣ୍ଡ ପ୍ରତିରୋପଣ କରି ଇତିହାସ ରଚିଥିବା ଡାକ୍ତର ପି.ବେଣୁଗୋପାଳଙ୍କ ପରଲୋକ ହୋଇଛି। ୮୨ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀର ଏମ୍ସର ପୂର୍ବତନ ନିର୍ଦେଶକ ରହିବା ସହ ସେଠାରେ ଡାକ୍ତର ବେଣୁଗୋପାଳ ହୃଦରୋଗ…

ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକ, ରାଷ୍ଟ୍ରପତି କହିଲେ- ଭାରତ ଜଣେ ଆଇକନ୍‌ଙ୍କୁ ହରାଇଲା

ନୂଆଦିଲ୍ଲୀ : ଉଦ୍ୟୋଗପତି ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ…

ପଦ୍ମ ବିଭୂଷଣ ରତନ ଟାଟାଙ୍କ ଦେହାନ୍ତ, ୮୬ ବର୍ଷରେ ଆଖି ବୁଜିଲେ

ନୂଆଦିଲ୍ଲୀ : ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ…