କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେଡି-ବିଜେପି କଥା କଟାକଟି

ଭୁବନେଶ୍ୱର: କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ଗୃହରେ ବିଜେଡି-ବିଜେପି କଥା କଟାକଟି l କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ l କାହିଁକି କେନ୍ଦ୍ର ପୁରସ୍କାର ବନ୍ଦ କଲା ବୋଲି ପଚାରିଲେ ୨ ବିଜେଡି ବିଧାୟକ l ଏହାର ଉତ୍ତରରେ ନିଜ ପୁରସ୍କାର କଥା ପ୍ରଥମେ ଚିନ୍ତା

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ନିଷ୍ପତ୍ତି

ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁଲାଇ ୧୪ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ

ଶତାଧିକ ଲୋକ ଦେଖୁଥିଲେ ମେଲୋଡ଼ି, ଭୁଶୁଡ଼ି ପଡ଼ିଲା ଛାତ

ବିହାରର ଏକ ଛାତ ଭୁଶୁଡ଼ି ଏକାଧିକ ଲୋକ ଆହତ ହୋଇଛନ୍ତି। ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡ଼ି ଦେଖିବା ସମୟରେ ଏହି ଅଘଟଣ ଘଟିଛି। ଫଳରେ ଏକାଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିହାର ଛପରରେ ଚାଲିଥିବା ମହାବୀର ମେଳା ସମୟରେ ଏହି ଦୁର୍ଘଟଣା ଘଟିଛି। ମେଳାରେ

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା ବାହିନୀ ପତି, ସନାତନ ବିଜୁଳି ଓ

ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହି ଆସିଛି : ନବୀନ

ବିଜୁ ମହିଳା ଜନତା ଦଳ କର୍ମକର୍ତ୍ତାଙ୍କୁ ନବୀନଙ୍କ ଉଦ୍ ବୋଧନ । ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଆସିଛି । ଦେଶରେ ବିଜୁବାବୁ ମା’ମାନଙ୍କ ସଶକ୍ତୀକରଣ ମୂଳଦୁଆ ପକାଇଥିଲେ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମା’ମାନଙ୍କୁ ଏକାଠି କରିଛି ବିଜେଡି । ମାଗଣା ବିଜୁଳି ଓ ସୁଭଦ୍ରା

ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

କଟକ: କଟକର ମହାନଦୀ ନଦୀକୁ ଯୁବକ ଡେଇଁବା ଘଟଣା। ବୁଧବାର ଦିନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ସକାଳେ କଟକସ୍ଥିତ ଜଗତପୁର-କେନ୍ଦ୍ରାପଡା କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସେ ମଙ୍ଗଳବାର

ନିର୍ବାଚନ ଲଢ଼ିବେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌!

ନିର୍ବାଚନ ମୈଦନାକୁ ଓହ୍ଲାଇବେ ଷ୍ଟାର୍‌ ରେସଲର୍‌ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌। କୁସ୍ତି ମୈଦାନ ପରେ ଏବେ ନିର୍ବାଚନୀ ମୈଦାନରେ ଦେଖାଇବେ ନିଜ ନିଜର ଦମ୍‌। ହରିଆଣା ବିଧାନସଭା ନିର୍ବାଚନରେ ଏମାନେ ନିଜ ଭାଗ୍ୟ ପରୀକ୍ଷା। ଏଥିପାଇଁ ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସୂତ୍ରରୁ

ସେପ୍ଟେମ୍ବର ସୁଦ୍ଧା ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ଯରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ନୂଆ ରାସନ କାର୍ଡ ପାଇଁ ଏବେ

ଜାଲ ନୋଟ କାରବାରରେ ଓଡ଼ିଶା ଲିଙ୍କ, ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଓଡିଶାର

ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ମଦ୍ରାସାରେ ନକଲି ନୋଟ୍ ରାକେଟର ପର୍ଦାଫାସ ହୋଇଛି । ଏହି ରାକେଟରେ ପୋଲିସ ମଦ୍ରାସାର ପ୍ରିନ୍ସିପାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଯେଉଁଥିରୁ ଦୁଇ ଜଣ ଭଦ୍ରକର ତଫସିରୁଲ ଆରିଫିନ୍ ଓ ଜାହିର ଖାନ୍ ବୋଲି ଜଣାପଡ଼ି

ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଗତକାଲି