ପୁନଃ ନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ନର୍ସିଂ (ଜିଏନଏମ ଓ ଏଏନଏମ) କର୍ମଚାରୀଙ୍କ ଛଟେଇ ସମ୍ବନ୍ଧରେ ବିଚାର କରି ପୁନଃନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି ହୋଇଛି।!-->…