ବ୍ୟାପୁଛି ଅଜଣା ରୋଗ; ଜ୍ୱର ହେଉଛି, ହାତ ଓ ଗୋଡ ଫୁଲି ଯାଉଛି

ମୋହନା : ଗାଁରେ ବ୍ୟାପୁଛି ଅଜଣା ରୋଗ। ପ୍ରଥମେ ଜ୍ୱର ହେଉଛି। ତା’ପରେ ହାତ ଓ ଗୋଡ ଫୁଲି ଯାଉଛି। ଗତ ସପ୍ତାହେ ହେଲା ଏହି ରୋଗ ଘରକୁ ଘର ବ୍ୟାପୁଛି। ତେବେ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଜପତି ଜିଲ୍ଲାରୁ ଆସିଛି ଏପରି

ସ୍ୱଳ୍ପ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ଭିଏଲ-ଏସଆରଏସଏଏମର ସଫଳ ପରୀକ୍ଷଣ କଲା ଭାରତ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ଥିବା ପରୀକ୍ଷଣ କେନ୍ଦ୍ରରୁ ଭାରତ ଆଜି ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ଭୂପୃଷ୍ଠରୁ ଆକାଶମାର୍ଗକୁ କ୍ଷେପଣାସ୍ତ୍ର (VL-SRSAM)ର ସଫଳ ପରୀକ୍ଷଣ କରିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜର ଲଞ୍ଚ ପ୍ୟାଡରୁ ଆଜି ଅପରାହ୍ନରେ ସ୍ୱଦେଶୀ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ନିୟମ; ମୁଖ୍ୟମନ୍ତ୍ରୀ ଦେବେ ଅନୁମୋଦନ

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ପୁନଃ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ।ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ଗାଇଡଲାଇନ୍ ଆସିଛି। ଏଥିରେ ସ୍ବତନ୍ତ୍ର ନିୟମାବଳୀ ରହିଛି।

କଡେଇରେ ରନ୍ଧାଯାଉଛି ମହାପ୍ରସାଦ; ସେବାୟତ କହିଲେ- ପରମ୍ପରା ବିରୋଧୀ

ପୁରୀ : ଅନ୍ନକ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏଠି ମହାପ୍ରସାଦ କୁଡୁଆରେ ରନ୍ଧନ କରାଯାଇଥାଏ। ଏପରିକି ମହାପ୍ରଭୁଙ୍କ ପାଖରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। ଭାରତ ବର୍ଷରେ କୌଣସି ମନ୍ଦିରରେ ଏପରି ବ୍ୟବସ୍ଥା ନାହିଁ। କିନ୍ତୁ ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ

କୋଲକାତା : ପୁଣି ଚର୍ଚ୍ଚାରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ। ଏଠାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ତମ୍ଭିତୋଫାନ ଲାଗି ରହିଥିବା ବେଳେ ଆଜି ଏହାର ପରିସରରୁ ମିଳିଛି ଗୋଟିଏ ସନ୍ଦିଗ୍ଧ ବ୍ୟାଗ। ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ

ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା : ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଆଜି କହିଛନ୍ତି।ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ

ମହାରାଷ୍ଟ୍ର ରାସାୟନିକ କାରଖାନାରେ ନିଆଁ, ୨ ମୃତ, ୪ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏମଆଇଡିସି (ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ) ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କମ୍ପାନୀରେ ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଯୋଗୁଁ କମ୍ପାନୀରେ ନିଆଁ ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ପୋଡ଼ି

ମହନ୍ତ ଓ ମାଫିଆଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ : ଅଖିଳେଶ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ବିଏସପିକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପରୋକ୍ଷରେ ଟାର୍ଗେଟ କରି ଅଖିଳେଶ ଯାଦବ କହିଛନ୍ତି ଯେ ଏକ ମଠର ମହନ୍ତ ଏକ

କୁସ୍ତିକୁ ଫେରିବା ସମ୍ଭବ ନୁହେଁ: ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ବିନେଶ ଫୋଗାଟ ରାଜନୀତି କ୍ଷେତ୍ରରେ ପାଦ ଥାପିଛନ୍ତି। ବିନେଶ ଫୋଗାଟ କଂଗ୍ରେସ ଟିକେଟରେ ହରିୟାଣାର ଜୁଲାନାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ବିନେଶ ଫୋଗାଟ କହିଛନ୍ତି, ‘ଏବେ ମୋତେ କେବଳ

ରୁଷ ସେନାରୁ ଛାଡ଼ ପାଇଲେ ୪୫ ଭାରତୀୟ

ମସ୍କୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ କାମ ଦେଇଛି । ରୁଷ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ମୁକ୍ତ ହୋଇଛନ୍ତି । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।ରୁଷ ସେନାରେ ଏବେ ବି ୫୦ ଜଣ ଭାରତୀୟ