କଟକ ସହର ହେବ ସ୍ମାର୍ଟ ସହର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର…

ରଙ୍ଗୀଲା ବାବା; ଭାଇରାଲ୍‌ ହେଉଛି ଯୁବତୀଙ୍କୁ ଲିପ୍‌ କିସ୍‌ ଦେବାର ଫଟୋ

କଟକ : ଭାଇରାଲ୍‌ ହେଉଛି ବାବାଙ୍କ ରଙ୍ଗୀଲା ବେଶ! ଯେଉଁଥିରେ ନାଲି ଓ ହଳିଦୀଆ ରଙ୍ଗର ଧୋତି ପରିଧାନ କରୁଥିବା ବାବା ଜିନ୍ସ ପିନ୍ଧି ଜଣେ ତରୁଣୀଙ୍କୁ ଲିପ୍‌ କିସ୍‌ କରୁଥିବା ଦେଖିବାକୁ ମିଳିଛି। ସିଏ ଖାଲି ଲିପ୍‌ କିସ୍‌ ଦେଉନାହାନ୍ତି, ବରଂ ତାଙ୍କୁ ତାଙ୍କ ବାହୁ ବନ୍ଧନରେ ଆଲିଙ୍ଗନ…

ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଗ୍ରହଣ କଲେନି ପଶ୍ଚିମବଙ୍ଗ ସରକାର

କୋଲକାତା : ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ବେଙ୍ଗଲ ସରକାର କହିଛନ୍ତି। ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା ଦରକାର ବୋଲି ବେଙ୍ଗଲ ସରକାର…

କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୭ ମୃତ

ଚଣ୍ଡୀଗଡ : ହରିୟାଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେନାଲକୁ କାର୍ ଖସି ୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ହରିୟାଣର ଗୋଟିଏ ପରିବରର ଆଠ ଜଣ ସଦସ୍ୟ ଏବଂ…

ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ

ଅହମ୍ମଦାବାଦ : ବିଜୟା ଦଶମୀରେ ଗୁଜରାଟରେ ଦୁଃଖଦ ଘଟଣା ଘଟିଛି। କାମ କରୁ ଥିବାବେଳେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି।ଆଜି ମେହସାନ ଜିଲ୍ଲାରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଅଧା ତିଆରି ହୋଇଥିବା…

ମୋଦିଙ୍କ ‘ଅର୍ବାନ ନକ୍ସଲ’କୁ କାଉଣ୍ଟର କଲେ ଖଡଗେ, କହିଲେ- ବିଜେପି ଆତଙ୍କବାଦୀଙ୍କ ଦଳ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ବାନ ନକ୍ସଲ ବୟାନକୁ ଆଜି ଜୋରଦାର ଢଙ୍ଗରେ କାଉଣ୍ଟର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସକୁ ଅର୍ବାନ ନକ୍ସଲମାନେ କବଜା କରି ନେଇଥିବା ମୋଦି କିଛି ଦିନ ତଳେ କହିଥିଲେ। ଏହାର ଜବାବରେ ବିଜେପି ହେଉଛି ଗୋଟିଏ…

ଟଳିଲା ବିପଦ, ୧୪୦ ଜୀବନ ସୁରକ୍ଷିତ – ବିମାନକୁ ନିରାପଦ ଅବତରଣ କରାଇଲେ ପାଇଲଟ

ନୂଆଦିଲ୍ଲୀ : ମଝି ଆକାଶରେ ବାଜି ଲାଗିଥିଲା ୧୪୦ ଜୀବନ। କିଛି ବି ଅଘଟଣ ହେବାର ସମ୍ଭାବନା ଥିଲା କିନ୍ତୁ ଏୟାର ଇଣ୍ଡିଆ ବିମାନର ପାଇଲଟ ସଫଳତାର ସହ ବିମାନକୁ ଅବତରଣ କରାଇଛନ୍ତି। ସମସ୍ତ ୧୪୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନଟି ୩ ଘଣ୍ଟା ଧରି ବିମାନବନ୍ଦର ଉପରେ ଇନ୍ଧନ ସରିବା ଯାଏଁ…

ଜମ୍ମୁ-କଶ୍ମୀରରେ ସରକାର ଗଠନ – ଉପରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ଓମାର ଅବଦୁଲ୍ଲା

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ କଂଗ୍ରେସ, ସିପିଆଇ(ଏମ୍), ଆମ୍ ଆଦମୀ ପାର୍ଟି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ…

ଅକ୍ଟୋବର ୧୭ରେ ହରିୟାନାର ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ

ନୂଆଦିଲ୍ଲୀ : ହରିୟାନାରେ ସମସ୍ତ ଜନମତ ସର୍ବେକ୍ଷଣକୁ ଭୁଲ୍‌ ପ୍ରମାଣିତ କରି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ସମସ୍ତ ବଡ ପଦାଧିକାରୀ…

ଓଡ଼ିଶା ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ରାସ୍ତା କଡ଼ରୁ ଉଦ୍ଧାର କଲା ପୁଲିସ୍‌

ନୂଆଦିଲ୍ଲୀ :ଦେଶରେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ କାଣ୍ଡ। ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ କରାଯାଇଛି ଦୁଷ୍କର୍ମ। ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ମଧ୍ୟ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ପୁଲିସ୍‌ ତାଙ୍କୁ ଅର୍ଦ୍ଧ ଅଚେତ ଅବସ୍ଥାରେ ଉଦ୍ଧାର…