ଭାରତକୁ ଜାତିସଙ୍ଘର ଚେତାବନୀ: କମୁଛି ଭୂତଳ ଜଳ

ଭାରତରେ ଭୂତଳ ଜଳ ହ୍ରାସକୁ ନେଇ ଚେତାବନୀ ଦେଲା ଜାତିସଙ୍ଘ। ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଜାତିସଙ୍ଘର ଏକ ରିପୋର୍ଟ। ଭାରତର ଇଣ୍ଡୋ-ଗାଙ୍ଗେଟିକ୍‌ର କେତେକ ଅଞ୍ଚଳରେ ଭୂତଳ ଜଳ ହ୍ରାସ…

ଦିନକ ପରେ କାର୍ତ୍ତିକ ମାସ : ଆଜି ଆମିଷ ବଜାରରେ ଗହଳି…

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଧର୍ମ ମାସ କାର୍ତ୍ତିକ  । ମାସେ ଧରି ଆମିଷ ଛାଡିବେ ଲୋକ  । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକ ଆମିଷ ଖାଇବେନାହିଁ । ତେଣୁ କହିବାକୁ ଗଲେ ଆଜି ହେଉଛି ଶେଷ ଆମିଷ ବାରି । ଏଥିଲାଗି ଆଜି ଆମିଷ ମାର୍କେଟ୍ ରେ ପ୍ରବଳ ଗହଳି…

‘ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ ଟାଇମ୍‌ ପାସ୍‌ ଭଳି, ଏଥିରେ ସ୍ଥିରତା ନାହିଁ’…

ଆହ୍ଲାବାଦ : ଆଜି କାଲି ଅଧିକାଂଶ ଯୁବପିଢ଼ି ଲିଭ୍‌-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି। ହେଲେ ଏହି ଲିଭ୍‌-ଇନ୍‌ ରିଲେସନଶିପ ଟାଇମ୍‌ ପାସ୍‌ ଭଳି। ଏଥିରେ କୌଣସି ସ୍ଥିରତା ନାହିଁ। ଏଥିରେ ସଚ୍ଚୋଟତାର ଅଭାବ ରହିଥାଏ। ଏକ ମାମଲାର ଶୁଣାଣି କରି ଏଭଳି କିଛି କହିଛନ୍ତି…

ପେଟରେ ଝିଅ ଥିବା ଜାଣି ୬ ମାସର ଗର୍ଭବତୀଙ୍କୁ ପିଟିପିଟି ମାରିଦେଲେ…!

ପାଟନା : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଆଜିର ସଭ୍ୟ ସମାଜରେ ବି ରହିଛି ପୁଅ ଓ ଝିଅ ମଧ୍ୟରେ ଭେଦଭାବ। ଏହି ପୁଅ ଝିଅ ଭେଦଭାବ ଯୋଗୁ ଜଣେ ୩୦ ବର୍ଷୀୟ ଗର୍ଭବତୀଙ୍କୁ ତାଙ୍କୁ ଶାଶୂ ଘର ଲୋକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପେଟରେ ଝିଅ…

ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ…

କତାର : ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କତାରର ଏହି ରାୟ ଚକିତ…

ଯୁଦ୍ଧରେ ମରିଗଲେ ଶବ ବା ଦେହାବଶେଷ ଚିହ୍ନଟ ସହଜ ପାଇଁ ‘ଆଇ. ଡି. ବ୍ରେସ୍‌ଲେଟ୍‌’ ପିନ୍ଧୁଛନ୍ତି ଗାଜା ପରିବାର

ଗାଜା ସିଟି: ଗାଜା ଷ୍ଟ୍ରିପ୍‌ରେ ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା ଲାଗି ଗାଜାରେ ଥିବା ଅନେକ ପାଲେଷ୍ଟିନୀୟ ପରିବାର ଆପଣା ପରିଚୟ ଥିବା ‘ବ୍ରେସ୍‌ଲେଟ୍‌’ ପିନ୍ଧୁଥିବା କଥା ସମ୍ବାଦ…

ଟେଲିଭିଜନ୍‌ ‘ଲାଇଭ୍‌ ନିଉଜ୍‌’ ବିତର୍କ ବେଳେ ‘ବିଜେପି’ ପ୍ରାର୍ଥୀଙ୍କ ତଣ୍ଟିକୁ ଚିପି ଧରିଲେ ‘କେସିଆର୍‌’ଙ୍କ ପାର୍ଟିର…

ହାଇଦ୍ରାବାଦ: ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଧାର କରି ଏକ ‘ତେଲୁଗୁ ନିଉଜ୍‌ ଚାନେଲ୍‌’ ବୁଧବାର ଦିନ ଆୟୋଜନ କରିଥିବା ମୁକ୍ତ ବିତର୍କରେ ଜଣେ ‘ବିଆର୍‌ଏସ୍‌’ ବିଧାୟକ ଓ ଜଣେ ‘ବିଜେପି’ ପ୍ରାର୍ଥୀ ଧସ୍ତାଧସ୍ତି ହୋଇଥିଲେ। କିନ୍ତୁ, ପୁଲିସ ଓ…

ହେଲିକପ୍ଟର୍‌ରୁ ଟଙ୍କାବୃଷ୍ଟି; ଘଣ୍ଟାଏ ଭିତରେ ସାଉଁଟି ନେଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ: ଚେକ୍‌ ସାଧାରଣତନ୍ତ୍ରର ସୁପରିଚିତ ‘ଇନ୍‌ଫ୍ଲୁଏନ୍‌ସର୍‌’ ତଥା ଟେଲିଭିଜନ୍‌ ଉପସ୍ଥାପକ କାମିଲ୍‌ ବାର୍ତୋଶେକ୍‌ ଗୋଟାଏ ହେଲିକପ୍ଟର୍‌ରୁ ଲାଇସା ନାଡ୍‌ ଲେବେମ୍‌ ନଗରୀ ନିକଟ ପଡ଼ିଆରେ ଏକ ନିୟୁତ ଡଲାର୍‌ (ଟଙ୍କା) ବୃଷ୍ଟି କରି ଜନସାଧାରଣଙ୍କ ଆଚମ୍ବିତ…

ବାହାଘର କାର୍ଡ ପୋଷ୍ଟ କଲା କଂଗ୍ରେସ…

ହାଇଦ୍ରାବାଦ : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। ଦଳ ପକ୍ଷରୁ କ୍ଷମତାସୀନ ବିଆରଏସ୍‌ ଓ ବିରୋଧୀ ବିଜେପି ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରାଯାଇଛି।…

ଇଡି ଟାର୍ଗେଟ୍‌ରେ ମମତା, ମନ୍ତ୍ରୀଙ୍କ ଘରେ ରେଡ୍‌…

କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟାର୍ଗେଟ୍‌ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ…