ହୀରାନନ୍ଦାନୀଙ୍କୁ ପାସଓ୍ବାର୍ଡ ଦେଇଥିଲେ ବୋଲି ମାନିଲେ ଟିଏମସି ସାଂସଦ ମହୁଆ ମୈତ୍ର

ନୂଆଦିଲ୍ଲୀ: ବହୁ ଆରୋପ-ପ୍ରତ୍ୟାରୋପ ପରେ ଟିଏମସି ସାଂସଦ ମହୁଆ ମୈତ୍ର ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ବନ୍ଧୁ ତଥା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସେ ସଂସଦର ଲଗଇନ୍ ପାସୱାର୍ଡ ଦେଇଥିଲେ। ତେବେ ଏହା ବଦଳରେ ସେ ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇଥିବା କଥାକୁ ସେ ଅସ୍ୱୀକାର…

ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାର ପ୍ରମୋଦ ଭାଗବତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷ…

ଲୋକସଭା ଏଥିକ୍ସ କମିଟିରେ ହାଜର ହେବେନି ସାଂସଦ ମହୁଆ ମୋଇତ୍ରା…

ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା ଲୋକସଭାର ଏଥିକ୍ସ କମିଟି ନିକଟରେ ହାଜର ହେବେନି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଏଥିକ୍ସ କମିଟି କରୁଥିବା ବେଳେ ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ଗୁରୁବାର…

ସ୍ୱରୂପଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କଲେ ନବୀନ ଓ ଧର୍ମେନ୍ଦ୍ର…

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ସ୍ୱରୂପ ନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ ‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ…

ସିରିଆରେ ଆମେରିକାର ଘନ ଘନ ଆକ୍ରମଣ, IRGS ଉପରେ କଲା ଏୟାରଷ୍ଟ୍ରାଇକ୍

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଅତର୍କିତ ଆକ୍ରମଣ କଲା ଆମେରିକା। ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା। ପୂର୍ବ ସିରିଆରେ ରହୁଥିବା IRGS (ISLAMIC REVOLUTIONARY GUARD CORPS) ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ…

ଏଲିସ୍‌ଙ୍କ ମୃତ୍ୟୁ ପ୍ରସଂଗ: ସିବିଆଇ ତଦନ୍ତ ଦାବି କଲେ ସ୍ବାମୀ…

ରାଉରକେଲା: ଏଏସ୍‌ଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ନେଉନି। ଏକ୍ସାଇଟେଡ୍‌ ଡେଲିରିୟମ୍‌ ଲକ୍ଷଣ ବା ଅତ୍ୟଧିକ ଉତ୍ତେଜନା କାରଣରୁ ଏଲିସଙ୍କ ମୃତ୍ୟୁ ହୋଇଥିବା ରାଉରକେଲା ଏସ୍‌ପି ସୂଚନା ଦେଇଥିଲେ। ତେବେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ପରିବାରବର୍ଗ। ବାସ୍ତବରେ…

ଜମ୍ମୁକଶ୍ମୀରର ନୂଆ ଡିଜି ହେବେ ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ…

ଶ୍ରୀନଗର: ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ମହାନିର୍ଦ୍ଦେଶକ (ଡିଜିପି) ହେବେ। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରିଥିବା ଏକ ଆଦେଶରେ କୁହାଯାଇଛି, ଯେ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ…

ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ…

ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍  ଅନୁଷ୍ଠିତ ହୋଇଛି  । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ବାଧୀନତାର ଅମୃତ ମହୋତ୍ସବର ଶେଷ…

ବିଜେପି ଦେଲାନି ଟିକେଟ, ଗଧ ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ…

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରୁ ଆସିଛି ଗୋଟିଏ ଅଜବ ଦୃଶ୍ୟ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ବଡ଼ବଡ଼ ଗାଡ଼ି କିମ୍ବା ଘୋଡ଼ା କିମ୍ବା ଅନ୍ୟାନ୍ୟ ଯାନବାହନରେ ବସି ନାମାଙ୍କନ ଦାଖଲ କରିବାକୁ ଆସନ୍ତି। ହେଲେ ବୁରହନପୁର ନିର୍ବାଚନ…

‘ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି’ ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। ମୁଁ…