ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ, ୭ ମୃତ…
ମୁମ୍ବାଇ : ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ। ହୁତୁହୁତୁ ହୋଇ ଜଳି ଉଳି ଉଠିଲା କାରଖାନା। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ମହାଡାର…