ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର…

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଶିଶୁଟିର କାନ୍ଦ ଶୁଣିବା ପରେ…

ବିହାର କାଷ୍ଟ ସର୍ଭେରେ ମୁସଲମାନ ଏବଂ ଯାଦବଙ୍କ ସଂଖ୍ୟା ଜାଣିଜାଣି ବୃଦ୍ଧି କରାଯାଇଛି : ଅମିତ ଶାହା

ପାଟନା: ଆଜି ବିହାରର ମୁଜାଫରପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାନଯିବାରୁ ଏବେ ସେ ସେଥିରୁ ଓହରିବାକୁ…

ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ସମୀର ମହାନ୍ତି

ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି…

ଛତିଶଗଡ଼ ନିର୍ବାଚନ: କଂଗ୍ରେସର ଘୋଷଣା ପତ୍ର ଜାରି…

ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି। ମହାଦେବ ବେଟିଂ ଆପ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ଆସିବା ପରେ ବିଜେପି ଏକ ପ୍ରକାରର ଆକ୍ରମଣାତ୍ମକ ମୁଡ୍‌ରେ ରହିଛି। ଛତିଶଗଡ଼…

ଯବାନ ଚାଲିଗଲେ, ଜନ୍ମମାଟିରେ ଶୋକାକୂଳ ପରିବେଶ…

ଯବାନ ଚାଲିଗଲେ, ଝୁରୁଛି ଗାଁ ମାଟି । ଜନ୍ମମାଟି ଗୋପ ମଲ୍ଲଗାଁରେ ଶୋକାକୂଳ ପରିବେଶ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡାଙ୍କ ମୃତ୍ୟୁ ଘଟିଛି । ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସଦସ୍ୟ ଆଉ…

ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଧ୍ୱଂସ କଲେ ବିଏସଏଫ୍ ଯବାନ…

ଛତିଶଗଡରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଲେ ବିଏସଏଫ୍ ଯବାନ। ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଉଡାଇ ଦେଇଛନ୍ତି ବିଏସଏଫ୍ ଟିମ୍। ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ। ସୂଚନା ଅନୁସାରେ, ଆଜି…

ନୂଆପଡ଼ାରେ ବୁଲୁଛି ଆଉ ଏକ ବାଘ…

ନୂଆପଡ଼ା: ଗତକାଲି ରାତିରେ ଯନ୍ତାରେ ଏକ ମଣିଷଖିଆ ବାଘ (କଲରାପତିରିଆ) ପଡ଼ିଥିବା ବେଳେ ଆଜି ଏକ ବାଘ ପୁଣି ଆତଙ୍କ ଖେଳାଇଥିବାର ଖବର ଖବର ମିଳିଛି। ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ସେହି ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ସେମାନେ…

ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ…

ଭୁବନେଶ୍ଵର: ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ । ଏଥିପାଇଁ ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଯେ, ଗତ ୪୫ ବର୍ଷ ହେବ ବ୍ରାହ୍ମଣୀ ନଦୀ କାହିଁକି ଶୁଖିଲା ପଡୁଛି ସେ ନେଇ…

ଜନ୍ମଦିନରେ ବିରାଟଙ୍କ ଶତକ, ସଚିନଙ୍କ ୪୯ ଶତକର ସମକକ୍ଷ…

କୋଲକାତା : ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ । ବିରାଟଙ୍କ ଏହି ଶତକ ବଳରେ କୋଲକାତାର…

ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଜନସଂପର୍କ ଯାତ୍ରା…

ପୁରୀ: ଜୋର ଧରିଲା ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଦାବି । କୋରାପୁଟରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧା ପରେ ଏବେ କୋରାପୁଟ ଜିଲ୍ଲାରେ…