ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ବିହାର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ଏବେ ସନ୍ଧ୍ୟାରେ ଶପଥ ନେଇଛନ୍ତି। ୯ମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ…

ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

ହାଇଦ୍ରାବାଦ୍‌: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ୨୮ ରନ୍‌ରେ ବିଜୟ ହାସଲ କରିଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮),…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ। ସମାବେଶରେ ଜିଲ୍ଲା…

ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ

ଭୁବନେଶ୍ୱର : ହାତକୁ ଦି’ ହାତ ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଇଣ୍ଟର ନ୍ୟାସନାଲ ମାଷ୍ଟର। ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ…

ଧରଣୀଧର ବିଶ୍ବବିଦ୍ୟାଳୟ‌ରେ ନିର୍ମାଣାଧୀନ ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବ: ୫ଟି ଅଧ୍ୟକ୍ଷ

କେନ୍ଦୁଝର: ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ‌ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି।…

ଯୌତୁକ ଦାବି କରି ସ୍ତ୍ରୀକୁ ବିଧା ଗୋଇଠା, ମୋବାଇଲରେ ରେକର୍ଡ କଲା ନଣନ୍ଦ

ଭଦ୍ରକ : ଶାଶୁ ଚୁଟି ଘୋଷାଡି ମାରୁଛି ତ ସ୍ୱାମୀ ବିଧା ମୁଖା ଗୋଇଠା ମାରି ତଣ୍ଟି ଚିପୁଛି । ଏପଟେ ଏସବୁକୁ ଉପଭୋଗ କରୁଛି ନଣନ୍ଦ । ଆଉ ପରେ ଦେଖି ମନୋରଞ୍ଜନ କରିବ ବୋଲି କ୍ୟାମେରାରେ ବି ନିର୍ଯ୍ୟାତନାର ଦୃଶ୍ୟକୁ କଏଦ କରୁଛି ନଣନ୍ଦ । ଛି ଏ କି ପ୍ରକାର…

ଉଭୟ ଓପିଡି ଓ ଆଇପିଡିରେ ରହିବ ରୋଗୀଙ୍କ ୟୁନିକ୍‌ ଆଇଡି

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବଂ ସ୍ପଷ୍ଟ ହସ୍ତାକ୍ଷରରେ ରୋଗୀଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦିଆଯିବାକୁ ନେଇ ଚିନ୍ତା ବଢିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବି ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଅନେକ ଡାକ୍ତର ସ୍ପଷ୍ଟ ଅକ୍ଷରରେ…

ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ ଫିନିସ୍ ହୋଇଯିବ: ତେଜସ୍ୱୀ

ବିହାରରେ ଆରମ୍ଭ ହୋଇଛି ବିଜେପି-ଜେଡିୟୁ ସରକାର। ମେଣ୍ଟ ସରକାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ଘର ବାହୁଡା ପରେ ବର୍ଷିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ…

ଜାଡରେ ଥରହର ସାରା ଓଡିଶା, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ…

ନୀତୀଶ କୁମାରଙ୍କୁ ସମାଲୋଚନା କରି କହିଲେ ଲାଲୁଙ୍କ ଝିଅ

ନୂଆଦିଲ୍ଲୀ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସମାଲୋଚନା କରି କହିଛନ୍ତି। ହିନ୍ଦୀ ଭାଷାରେ…