୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ…

ଭୁବନେଶ୍ବର : ୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବଲିଉଡ ଓ ଓଲିଉଡ ନାଇଟରେ ଝୁମିବେ ରାଜଧାନୀବାସୀ। ବାଲିଯାତ୍ରାକୁ ନେଇ ଭୁବନେଶ୍ୱର…

ଆଦିବାସୀ ଜମି ହସ୍ତାନ୍ତର ବିଲର ପୁନର୍ବିଚାର ପାଇଁ ସୁପାରିସ କଲା କ୍ୟାବିନେଟ…

ଭୁବନେଶ୍ୱର:ବହୁ ବାଦବିବାଦ ଏବଂ ବିରୋଧ ପରେ ନରମିଛନ୍ତି ସରକାର । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ସଂଶୋଧନ କରାଯିବ ବୋଲି କହିଛନ୍ତି ସରକାର । ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ…

ବିଦ୍ୟୁତ ଟାୱାର ଉପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ୧୩୨ କେଭି ତାର ସଂସ୍ପର୍ଶରେ ଆସି ଗଲା ଜୀବନ…

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ଜଣେ ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀ ମଧ୍ୟ…

ସାପୁଆ କେଳା ଖୋଲିଲା ସାପ ରହସ୍ୟ, ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଜେଲରେ…

ପୁରୁଷୋତ୍ତମପୁର : ସାପୁଆ କେଳା ଖୋଲିଲା ସାପ ସୁପାରୀ ରହସ୍ୟ। କେମିତି ଚାଲ୍ କରି ସ୍ତ୍ରୀ ଓ କୁନି ଝିଅକୁ ମାରିଲା ସୈତାନ ସ୍ବାମୀ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେଏଭଳି ଅମାନୁଷିକ ଘଟଣା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ବିଷଧର ସାପ ସାହାଯ୍ୟରେ ସ୍ତ୍ରୀ ଓ ଝିଅକୁ…

ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା…

ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି…

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌…

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି । ନବରଙ୍ଗପୁର…

ଆଜି ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି।…

ତାଳଦଣ୍ଡା କେନାଲ: ପାଣି ନ ଥିବାରୁ ବିସର୍ଜନରେ ବିଳମ୍ବ

କଟକ : ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବିଦ୍ୟାଧରପୁରର ପ୍ରସିଦ୍ଧ ବଡ଼କାଳୀ, ସାନକାଳୀ ଓ ଦକ୍ଷିଣକାଳୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଘାଟକୂଳରେ ରଖାଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ଘଣ୍ଟାର ଅପେକ୍ଷା ପରେ ତାଳଦଣ୍ଡା କେନାଲରେ ପାଣି ଆସିବାରୁ

ଚଳଚଞ୍ଚଳ ଧବଳେଶ୍ୱର ପୀଠ, ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା…

କଟକ : ଆଜି ପହିଲି ପଞ୍ଚୁକ, ଆସନ୍ତା ଶନିବାର ବଡ଼ ଓଷା। ପଞ୍ଚକ ପାଇଁବେଶ୍‌ ଚଳଚଞ୍ଚଳ ହୋଇଉଠିଛି ଧବଳେଶ୍ୱର ପୀଠ । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା। ଏହାପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି…

୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ…

ଭୁବନେଶ୍ୱର : ରାଜ୍ୟର ୭୯୯୮ ପଞ୍ଚାୟତରେ ୮୦୯୯ ହାଇସ୍କୁଲ ରହିଛି। ତେବେ ୪୨୬ ପଞ୍ଚାୟତରେ କୌଣସି ହାଇସ୍କୁଲ ନାହିଁ। ସେହି ପଞ୍ଚାୟତର ପିଲାମାନେ ନିକଟସ୍ଥ ପଞ୍ଚାୟତରେ ଥିବା ହାଇସ୍କୁଲରେ ପଢୁଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ…