ମହାତ୍ମା ଗାନ୍ଧୀଙ୍କୁ ମୋଦିଙ୍କ ସହ ତୁଳନା କରି ବିବାଦରେ ଉପରାଷ୍ଟ୍ରପତି…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦୀୟ ହୋଇପଡିଛନ୍ତି। ସେ ଗାନ୍ଧୀଙ୍କୁ ଗତ ଶତାବ୍ଦୀର ମହାପୁରୁଷ ଏବଂ ମୋଦିଙ୍କୁ ଯୁଗପୁରୁଷ ବୋଲି କହିଛନ୍ତି। ଧନଖଡଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି…

ସୃଷ୍ଟ ଲଘୁଚାପ ୩୦ରେ ଅବପାତର ରୂପ ନେବା ସମ୍ଭାବନା…

ଭୁବନେଶ୍ୱର: ଦକ୍ଷିଣ-ଆଣ୍ଡାମାନ ସାଗର ଓ ତାହାର ସଂଲଗ୍ନ ମଲାକ୍କା ଷ୍ଟ୍ରେଟ୍‌ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା…

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା…

ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା…

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ…

କଟକ: କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସ ଭବନରେ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା । ଇଷ୍ଟର୍ଣ୍ଣ ରିଜନର ଏସଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ…

ଆତ୍ମହତ୍ୟା କଲେ ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀ

ଝୁଲି ପଡ଼ିଲେ ଭାରତୀୟ ନୌସେନା ପାଇଁ ଅଗ୍ନିବୀରର ଟ୍ରେନିଂ ନେଉଥିବା ଯୁବତୀ। ଜଣେ ୨୦ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇରେ ଏହି ଘଟଣା ଘଟିଛି। ମଙ୍ଗଳବାର ଏନେଇ ପୁଲିସ ସୂଚନା ଦେଇଛି। ମୁମ୍ବାଇ ପୁଲିସ ମୁତାବକ, ମୃତ ଯୁବତୀ ଜଣକ ହେଲେ ଅପର୍ଣ୍ଣା ନାୟର୍‌।…

ରାୟଗଡାରେ ମହାବଳ ବାଘ ଆତଙ୍କ, ଭୟରେ ଲୋକେ…

ରାୟଗଡା: ଗତ କିଛିଦିନ ହେବ ଗଜପତି ଜିଲ୍ଲାରେ ବାଘ ଆତଙ୍କ ରଚିଥିବା ବେଳେ ଏବେ ରାୟଗଡା ବାସୀଙ୍କୁ ଖେଳିଛି ବାଘ ଆତଙ୍କ । ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘ ଏବେ ରାୟଗଡ଼ାରେ । ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ…

ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ ଦେଶର ଏକ ନମ୍ବର ବନ୍ଦର ହେବ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ…

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ପୋର୍ଟ, ସିପିଂ, ୱାଟର ୱେଜ୍ ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ …

ଚାଷ ଜମିରୁ ଘରକୁ ଫେରୁଥିବାବେଳେ କଚାଡି ମାରିଲା ହାତୀ

ସୁନ୍ଦରଗଡ : ବନ ବିଭାଗର ବହୁ ଚେଷ୍ଟା ପରେ ବି ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ-ମଣିଷ ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଗରଡବାହାଲ…

ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଲୁଟେରା: ରାଜଧାନୀରୁ ବନ୍ଧା ହେଲେ ୩ ଚୋର…

ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଲୁଟେରା । ଭୁବନେଶ୍ବର ବଡ଼ଗଡ଼ ପୋଲିସ ହାତରେ ୩ଜଣ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ସାଇକେଲ ଜବତ କରିଛି ପୋଲିସ । ବ୍ରହ୍ମେଶ୍ବର ବାଗ ଅଞ୍ଚଳରେ ଘର ଗ୍ରୀଲ୍ ଭାଙ୍ଗି ଲୁଟପାଟ ନେଇ ଅଭିଯୋଗ ହୋଇଥିଲା । ବଡଗଡ…

ଛାଡଖାଇରେ ଆମିଷ ବଜାରରେ ପ୍ରବଳ ଭିଡ…

ଭୁବନେଶ୍ବର : ସରିଲା ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସ ତମାମ ନିଷ୍ଠା ସହକାରେ ଆମିଷ ନ ଖାଇ ଲୋକ କାର୍ତ୍ତିକ ମାସ ପାଳୁଥିଲେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ଆଜି ମଙ୍ଗଳବାର ଥିବାରୁ ବେପାର ଟିକିଏ ମାନ୍ଦା…