କୁଳପତିଙ୍କୁ ହୃଦଘାତ ହେବାରୁ ବିଚାରପତିଙ୍କ କାର ଛଡାଇନେଲେ ଛାତ୍ର, ଏବେ ରୁଜୁ ହେଲା ମାମଲା

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ନିଜ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଏବେ କିଛି ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଟ୍ରେନରେ ଯାତ୍ରା କରୁଥିବା ପି.କେ ବିଶ୍ୱବିଦ୍ୟାଳୟର…

ପୁଣି କଂଗ୍ରେସକୁ ଟାର୍ଗେଟ କଲେ ମୋଦି…

ନୂଆଦିଲ୍ଲୀ : ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେପି ବିରୋଧୀ କଂଗ୍ରେସନକୁ…

ଓମାର ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନ ଖାରଜ; କହିଲେ ବ୍ୟକ୍ତିଗତ ଓ ବୃତ୍ତିଗତ ଭାବେ ନିରାଶ…

ଶ୍ରୀନଗର : ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଝଟକା। ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣ ନ କରିବାରୁ ତାଙ୍କ ଛାଡପତ୍ର ଆବେଦନ…

କାଶତଣ୍ଡି ଜଙ୍ଗଲରେ ପୋତି ହୋଇଗଲାଣି ଶଯ୍ୟା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜୀବନରେଖା ଲୋହରାଖଣ୍ଡି ନଦୀ ନିଜ ସତ୍ତା ହରାଇବାକୁ ଯାଉଛି। ପରିବେଶବିତ୍‌ମାନେ ଏହି ଆଶଙ୍କା ପ୍ରକଟ କରିଛନ୍ତି। କାରଣ ନଦୀରେ ପାଣି ନାହିଁ କି ନଦୀପଠାରେ ବାଲି ବି ଦେଖାଯାଉନି। ଦିନେ ପାଣିର ଧାର ବହିଯାଉଥିବା ସ୍ଥାନ ଉପରେ…

ଗୁଗଲ୍ ସର୍ଚ୍ଚ ହିଷ୍ଟ୍ରି; ସବୁଠୁ ଅଧିକା ଖୋଜା ହୋଇଥିବା କ୍ରିକେଟର୍ ବିରାଟ କୋହଲି

ନୂଆଦିଲ୍ଲୀ:ନିକଟରେ 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି ‘ଗୁଗଲ୍’, ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। କୋହଲି ସବୁଠୁ ଅଧିକ ଖୋଜା ହୋଇଥିବା କ୍ରିକେଟର ବୋଲି ଜଣାପଡିଛି। ଗୁଗଲ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, 25 ବର୍ଷ ମଧ୍ୟରେ ବିରାଟ କୋହଲି…

ଡିସେମ୍ବର ୨୪ରେ ସମ୍ବଲପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଜଣାଯାଇଛି। ଏନେଇ ପିଏମଓରୁ କୌଣସି ସୂଚନା ଦିଆଯାଇ ନଥିଲେ ବି ବିଶ୍ବସ୍ତ ସୂତ୍ରରୁ ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ଆପଣେଇବ ବିଜେପି: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ବିଜେପି ଆପଣେଇବ। ମୋଦୀଙ୍କ ଗଭର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ। ଏଭଳି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ…

ମଣ୍ଡି ଚାଲ ଅଭିଯାନ କରିବ କିସାନ କଂଗ୍ରେସ: ଶରତ ପଟ୍ଟନାୟକ…

ଭୁବନେଶ୍ବର: କିସାନ କଂଗ୍ରେସ ମଣ୍ଡି ଚାଲ ଅଭିଯାନ କରିବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧୩ରୁ ଜାନୁୟାରି ୧୩ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ମଣ୍ଡି ଚାଲ ଅଭିଯାନ ହେବ। ୧୭ ଦଫା ଦାବି ନେଇ କିସାନ୍…

ଗଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ଆମେରିକା ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆସନ୍ତା ମାସ ଭାରତ ଆସିନପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗଣତନ୍ତ୍ର ଦିବସରେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତେ। କିନ୍ତୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ସୂଚନା ମିଳୁଛି। ଏହା ପୂର୍ବରୁ ବାଇଡେନ 2024 ଗଣତନ୍ତ୍ର ଦିବସରେ ଯୋଗ…

ପୁଣି ଖସିଲା ପାରଦ: ବଢ଼ିଲା ଶୀତ, ଜାଡ଼ରେ ଥରୁଛି ଘୁମୁସର ଉଦୟଗିରି

ଘୁ.ଉଦୟଗିରି: ଗତବର୍ଷ ଶୀତ ଋତୁରେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ପୁଣି ସେଇ ଥଣ୍ଡା ପାଇଁ ଚର୍ଚ୍ଚାରେ ରହିଛି। ଲଗାତାର ତିନି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳମୁଁହା ହେବାରେ ଲାଗିଛି,…