ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ…

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଡିସେମ୍ବର ୩୧ରେ ଅବସର ନେବେ। ଏହା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅରୁଣ କୁମାର…

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ; ଓଡ଼ିଶା ସିଭିଲ ପରୀକ୍ଷା ପାଇଁ ବୟସ ସୀମା ୩୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ…

ଦୁଇ କୋଟି ଟଙ୍କାର ଗଞ୍ଜେଇ ଗଛ ଜାଳିଦେଲା ପୁଲିସ..!

କନ୍ଧମାଳ : ଗଞ୍ଜେଇ ଚାଷ ଓ ଚାଲାଣର ଭୂସ୍ୱର୍ଗ ପାଲଟିଛି କନ୍ଧମାଳ ଜିଲ୍ଲା। ଆଉ ସେହି ବେଆଇନ୍‌ ଗଞ୍ଜେଇ ଚାଷକୁ ରୋକିବା ଲାଗି କନ୍ଧମାଳ ପୁଲିସ ତରଫରୁ ଏବେ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି। ଆଜି ଦାରିଙ୍ଗବାଡି ଥାନା ପୁଲିସ୍‌ ଦୁଇ କୋଟି…

ଖଲିପତ୍ର, କପଡ଼ାରେ ପ୍ରସ୍ତୁତ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ…

ଠାକୁର ଦେଖାଯିବା କଥା କହି ମହିଳାଙ୍କ ଠୁ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା…

ଢେଙ୍କାନାଳ : ଦୁଇ ଜଣ ଭଣ୍ଡବାବାଙ୍କ ଭାଣ୍ଡାମୀର ପର୍ଦ୍ଦାଫାସ ହୋଇଛି। ଠାକୁର ଦେଖାଯିବେ ଓ ସବୁ ପ୍ରକାରର ବିପଦରୁ ମୁକ୍ତି ମିଳିବ ବୋଲି କହି ଦୁଇ ଜଣ ଭଣ୍ଡାବାବା ଜଣେ ମହିଳା ଓ ତାଙ୍କ ଝିଅଙ୍କ ଠାରୁ ଲୁଟି ନେଇଛନ୍ତି ୩ ଲକ୍ଷରୁ ଅଧିକ ଟଙ୍କା। ଦୁଇ ଲୁଟେରା ବାବା…

ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଗବେଷଣା ହୋଇ ପୁସ୍ତକ ହେବ

ସମ୍ବଲପୁର : ତୋଷାମଦକାରୀ ନ ହୋଇ ମାଆ ମାଟି ଓ ମଣିଷ ପାଇଁ ଲଢେଇ କରିବାକୁ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ଓଡ଼ିଆ ଏକ ଗର୍ବୋତ୍ ଫୁଲ୍ଲ ଜାତି। ଏହାର ସାମରିକ ପରମ୍ପରା ରହିଛି। ଏ ଜାତି କାହା ପାଖରେ…

ଥାନା ଅଧିକାରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା…

ଯାଜପୁର : ଥାନା ଗାଡ଼ି ଡ୍ରାଇଭରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। ଥାନା ଅଧିକାରୀଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା(NBW)। ଯାଜପୁର ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ଗତ ୨୬ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ପରେ ଥାନା…

ଆଗକୁ ପ୍ୟାରିସ ଅଲିମ୍ପିକ୍ସ, ରେସଲିଂ ଆରମ୍ଭ କରିବାକୁ ବଜରଙ୍ଗ ପୁନିଆଙ୍କ ଅନୁରୋଧ…

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ଜିତିଥିବା ବଜରଙ୍ଗ ପୁନିଆ ତୁରନ୍ତ ଦେଶରେ ରେସଲିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବିଶେଷ କରି ଅଲିମ୍ପିକ୍ସକୁ ଆଉ ୭ ମାସ ସମୟ ଥିବାରୁ ସେ ଏପରି ନିବେଦନ କରିଛନ୍ତି।…

ମିଆଁମାର ସେନା ଶିବିର ଉପରେ ବିଦ୍ରୋହୀଙ୍କ ଅତର୍କିତ ଆକ୍ରମଣ, ପ୍ରାଣ ବିକଳରେ ଭାରତକୁ ପଳାଇଆସିଲେ ୧୫୧ ସୈନ୍ୟ

ଆଇଜୋଲ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଆଜିକାଲି ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି। ସେନା ଓ ବିଦ୍ରୋହୀମାନଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଚାଲିଛି । ନିକଟରେ ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ପ୍ରାଣ ବିକଳରେ ୧୫୧ ଜଣ ସୈନିକ ମିଆଁମାରରୁ ପଳାଇ ଭାରତରେ ଆଶ୍ରୟ…

୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌…

କିଭ୍‌: ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌ ୧୨୨ଟି…