୨୦୨୪ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟରେ ଏବେ ବି ୨୭ ଦଳ ଅଛନ୍ତି: ଜୟରାମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ ଆଲୋଚନା ଶେଷ ହୋଇନାହିଁ। ଏଥି ସହିତ ବିହାରରେ ନୀତୀଶ କୁମାର ବାଦ ପଡିବା ଇଣ୍ଡିଆ ମେଣ୍ଟକୁ ଏକ ବଡ ଝଟକା ସଦୃଶ ହୋଇଛି | ଏହାରି ଭିତରେ କଂଗ୍ରେସ ନେତା ଜୟରାମ ରମେଶ…

କ୍ରମାଗତ ୨ୟ ଦିନ ପାଇଁ ଇରାକ ଓ ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍…

ବାଗଦାଦ୍ : ଇରାନର ରିଭୋଲ୍ୟୁସନରୀ ଗାର୍ଡ (ଆଇଆରଜିସି) ଏବଂ ଏହାର ସମର୍ଥିତ ମିଲିସିଆ ଗୋଷ୍ଠୀଙ୍କ ଆକ୍ରମଣରେ ୩ ଜଣ ସୈନିକଙ୍କ ମୃତ୍ୟୁରେ କ୍ଷୁବ୍ଧ ହୋଇଥିବା ଆମେରିକା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଏବଂ ସିରିଆର ବିଭିନ୍ନ ଟାର୍ଗେଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍…

ଓଡ଼ିଶା ସରକାର ଓ JNU ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ…

ନୂଆଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବ। ସେଥିପାଇଁ ଆଜି ଓଡ଼ିଶା ସରକାର ଓ ଜେଏନ୍‌ୟୁ କର୍ତ୍ତୃପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର…

ଜୋ ବାଇଡେନ ଏବଂ ଏଲନ ମସ୍କଙ୍କୁ ହତ୍ୟା ଧମକ; ଟେସଲା କର୍ମଚାରୀ ଗିରଫ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବିଶ୍ୱର ଅରବପତି ଏଲମ ମସ୍କଙ୍କୁ ହତ୍ୟା ଧମକ। ଧମକ ଦେଇଥିବା ମସ୍କଙ୍କ ଟେସଲା କମ୍ପାନୀର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ। ଏନେଇ ଫକ୍ସ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, 31 ବର୍ଷୀୟ ଜଷ୍ଟିନ…

ଜେଲ୍‌ରେ ୩୬ କଏଦୀ HIV ପଜିଟିଭ୍‌ ଚିହ୍ନଟ..!

ଜେଲ୍‌ରେ ବନ୍ଦ ଥିବା ୩୬ ଜଣ କଏଦୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଜିଲ୍ଲା ଜେଲ୍‌ରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। କଏଦୀମାନେ ଏଚ୍‌ଆଇଭିରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜେଲ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି।…

୩ ଥାକିଆ ସୁରକ୍ଷା ବଳୟରେ ଓଡ଼ିଶା ବିଧାନସଭା…

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ରବିବାର ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ…

୮ ମାସ ପରେ ମୁକ୍ତ ହେଲା ଚୀନ୍‌ ଗୁପ୍ତଚର ବୋଲି ସନ୍ଦେହ କରାଯାଉଥିବା କଳାପାରା…

ମୁମ୍ବାଇ: ଚୀନା ଗୁପ୍ତଚର ସନ୍ଦେହରେ ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଅଟକ ଥିବା ‌ଗୋଟାଏ କଳାପାରାକୁ ମୁକ୍ତ କରାଯାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ସ‌େ ପାରା ଗୋଡ଼ରେ ଲାଗିଥିବା ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍‌ ଭାଷାରେ…

RBI ରାଡାର୍‌ରେ Paytm, ଗୋଟିଏ PANରେ ୧୦୦୦ ଆକାଉଣ୍ଟ…

ଆର୍‌ବିଆଇ ରାଡାର୍‌ରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ। ପେଟିଏମ୍‌ ଉପରେ ଆକ୍ସନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଜାନୁଆରୀ ୩୧ ତାରିଖରେ ଆର୍‌ବିଆଇ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା। ଫାଷ୍ଟ୍ୟାଗ୍‌, ଓ୍ୱାଲେଟ୍‌ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ…

ଲୋଭ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା, ତିନି ଠକ ଗିରଫ…

ଅନୁଗୁଳ: ଠକମାନଙ୍କ ମନକୁ ଠକିବା କଥା ଆସିଲେ, ସେମାନଙ୍କ ମୁଣ୍ଡରେ ଅନେକ ବୁଦ୍ଧି ଆସେ । ଠକମାନେ ନୀରିହ ଲୋକଙ୍କୁ ଠକିବା ପାଇଁ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ । ତେବେ ଆପଣ ଥରେ ଭାବନ୍ତୁ ଆପଣଙ୍କୁ କେହି ଜଣେ ବ୍ୟାଗରେ ଟଙ୍କା ଭର୍ତ୍ତି କରି ଦେଇଥିବ । କିନ୍ତୁ ଆପଣ…

୨ ସରକାରୀ ଅଧିକାରୀଙ୍କ ସମେତ ୧୫ ଗିରଫ…

ଉତ୍ତର ପ୍ରଦେଶରେ ଏକ ବଡ଼ ସାମୂହିକ ବିବାହ ସ୍କାମ ସାମ୍ନାକୁ ଆସିବା ପରେ ୨ ଜଣ ସରକାରୀ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି। ମିଛ ସାମୂହିକ ବିବାହର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…