ପ୍ରଥମ ଥର ପାଇଁ ‘ସ୍ପେସ୍‌ଏକ୍ସ୍‌’ ରକେଟ୍‌ରେ ‘କମ୍ୟୁନିକେସନ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରିବ ଭାରତ…

ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି। ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ…

ମସ୍‌ଜିଦ୍‌ ବାହାରେ ଇମାମ୍‌ଙ୍କୁ ଗୁଳି ମାରି ହତ୍ୟା…

ନିୟୁଜର୍ସି : ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍‌ଜିଦ୍‌ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍‌ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି। ସକାଳ ୬ଟା…

ବିବାଦ ପରେ ଦୁଃଖ ପ୍ରକାଶ କଲେ ଜିତେନ୍ଦ୍ର ଆହ୍ୱାଡ, ଭଗବାନ ରାମଙ୍କୁ କହିଥିଲେ ‘ମାଂସାହାରୀ’

ନୂଆଦିଲ୍ଲୀ : ପ୍ରଭୁ ରାମଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ଏନସିପିର ଶରଦ ପାୱାରଙ୍କ ଦଳର ନେତା ଜିତେନ୍ଦ୍ର ଆହ୍ୱାଡ। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ତେବେ ସେ ଦୁଃଖିତ, ସେ ଏପରି ଚାହୁଁନଥିଲେ ବୋଲି କହିଛନ୍ତି। ଗତକାଲି ଏକ…

୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ…

ଫୁଲବାଣୀ : ରାଜ୍ୟର ଦୁଇଟି ଜିଲ୍ଲାରେ ପୁଲିସ୍ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ବନ୍ଦ କରିବାକୁ ପ୍ରୟାସ ଜାରି ରହିଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮…

କମିଶନରେଟ୍ ପୁଲିସ ହାତରେ ପାହାଡ଼ି ଗ୍ୟାଙ୍ଗ…

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡ଼ିଛି ପାହାଡ଼ି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ଏମାନେ ସମସ୍ତେ ଝାଡ଼ଖଣ୍ଡର। ସୂଚନା ଅନୁସାରେ ପାହଡ଼ି ଗ୍ୟାଙ୍ଗର ଡ଼କାୟତ ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସମୟ ସୁବିଧା…

ଧାମନଗରରେ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା, ବିଜେଡି ଉପରକୁ ଅଙ୍ଗୁଳି ଉଠାଇଲେ ବିଧାୟକ

ଭଦ୍ରକ : ଭଦ୍ରକ ଧାମନଗରରେ ଆଜି କିଛି ଲୋକ ବିକଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା କରିଛନ୍ତି। ଧାମନଗର ଥାନା ଚୂଡ଼ାକୁଟି ପଞ୍ଚାୟତରେ ରାଲି ବେଳେ ଏହି ଘଟଣା ଘଟିଛି। ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ବିଜୁ ଜନତା ଦଳ ଉପରକୁ…

ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଅବସରରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ତୀର୍ଯ୍ୟକ ବାଣ…

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବଲାଙ୍ଗିର ବିଜେଡିର ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀଙ୍କୁ ତେରଛା ବାଣ ମାରିଛନ୍ତି। ଆଉ ସୁଧୁରି ଯିବା ପାଇଁ ପରାମର୍ଶ ଦେଇଛନ୍ତି। ତା’ସହିତ…

ହଇଜାସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌; ସଂଗ୍ରହ ହେଲାଣି ୭ ହଜାର ପାଣି ନମୁନା…

ରାଉରକେଲା: ଆଜି ଦ୍ବିତୀୟ ଦିନରେ ରାଉରକେଲାରେ ହଇଜା ସ୍ଥିତିର ସମୀକ୍ଷା କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ଟିମ୍‌। ନୂଆଦିଲ୍ଲିସ୍ଥ ଏନ୍‌ସିଡିସିର ଡା. ଇରମ ତବସୁମ୍‌, ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡା. ଏନ.ଏମ. ସୋମାଲକର, ଏମ୍‌ସ(ଭୁବନେଶ୍ବର)ର ମେଡିସିନ…

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରିଗଡ଼, ଖିଣ୍ଡା…

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ହେବ। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ…

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ୬ ସାଙ୍ଗ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ବିପିନ ଭୋଇ (୨୫)। ସୂଚନା ପାଇ ଲଇକେରା ପୁଲିସ୍ ଏକ ହତ୍ୟା…