ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ କଲେ ଡେବ୍ୟୁ କଲେ ବୈଭବ…

ପାଟନା : କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାରେ ଅଛନ୍ତି। ଏହି ସଫଳତା ସହ ସେ ଦେଶର ଅନ୍ୟତମ କନିଷ୍ଠ ଡେବ୍ୟୁ କ୍ରିକେଟର…

ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ କଳା ରଙ୍ଗର ପଥରରେ ତିଆରି ରାମ ଲଲା…

ଅଯୋଧ୍ୟା : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ପ୍ରତିଦିନ ଆସୁଛି କିଛି କିଛି ରୋଚକ ତଥ୍ୟ। ଆଜି ରାମ ଲଲାଙ୍କ ମୂର୍ତ୍ତିକୁ ନେଇ ଆସିଛି ଏକ ତଥ୍ୟ। ରାମ ଲଲାଙ୍କର ୫ ବର୍ଷର ଶିଶୁ ସୁଲଭ ମୂର୍ତ୍ତି ଏଠାରେ ପୂଜା ପାଇବେ ବୋଲି ପୂର୍ବରୁ…

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ବାଂଲାଦେଶ ଫେରାର ଉଦ୍ୟମରେ ଅଛନ୍ତି ଟିଏମସି ନେତା ଶାହାଜାହାନ ଶେଖ, ଲୁକ ଆଉଟ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି । ଏହା ମଧ୍ୟ ଜଣାପଡିଛି ଯେ ଇଡି ଚଢ଼ାଉ ସମୟରେ ଶାହାଜାହାନ ଶେଖ ତାଙ୍କ ଘରେ ଥିଲେ ଏବଂ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ପରେ ସେ ଫେରାର ଅଛନ୍ତି ।…

ଗୁଗଲ କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ…

ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି। ଏବେ ଗୁଗଲର କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ। ଯେତେବେଳେ ବି ଆପଣ ଗୁଗୁଲ କିମ୍ବା ଗୁଗୁଲ…

ଆମେ ବାବ୍ରି ମସଜିଦକୁ ଭୁଲିବୁ ନାହିଁ: ଓୱେସି…

ହାଇଦ୍ରାବାଦ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ପୂର୍ବରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ପୁଣିଥରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଡିସେମ୍ବର 6 ରେ ବାବ୍ରି ମସଜିଦ ଭାଙ୍ଗିବା ଘଟଣା ସର୍ବଦା ଲୋକଙ୍କ ମନରେ ରହିବ। ଓୱେସି କହିଛନ୍ତି ଯେ…

ଇଣ୍ଡିଆମେଣ୍ଟର ସଂଯୋଜକ କିଏ ହେବ ସେ ପ୍ରଶ୍ନ କୌନ ବନେଗା କରୋଡ଼ପତି ପରି

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଖୁବ୍ ଶୀଘ୍ର ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ପକ୍ଷରୁ ସମସ୍ତ ରାଜ୍ୟରେ ସିଟ୍ ବାଣ୍ଟିବା ନେଇ ଆଲୋଚନା ହେବ। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆପ୍ ନେତା ସଂଜୟ ସିଂଙ୍କୁ ଆଶ୍ବସ୍ତି, ନିଜେ ଯାଇ ମନୋନୟନ ପତ୍ର ଦାଖଲ କରିପାରିବେ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବ୍ୟକ୍ତିଗତ ଭାବେ ଯାଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ସଞ୍ଜୟ…

ଜାନୁଆରି ୨୦-୨୬ ଘରେ ରହିବ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁସଲମାନଙ୍କୁ ଏଭଳି କହିଲେ ଅଜମଲ

ନୂଆଦିଲ୍ଲୀ: ଜାନୁଆରି ୨୨ରେରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ବାବ୍ରି ମସଜିଦର ଓକିଲ ଇକବାଲ ଅନସାରୀଙ୍କୁ ମଧ୍ୟ ରାମ…

ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

କୋଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶଙ୍କର ଆଧ୍ୟା ଗିରଫ। ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ତାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ ଶଙ୍କରଙ୍କ ଗିରଫଦାରୀ…

ବିଚ୍‌ ରାସ୍ତାରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା, ୮ ଗିରଫ

ପୁନେ : ଦିନ ଦ୍ୱିପହରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି। ବିଚ୍‌ ରାସ୍ତାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମହାରାଷ୍ଟ୍ରର ପୁଣେର ଗ୍ୟାଙ୍ଗଷ୍ଟର ଶରଦ ମୋହୋଲଙ୍କୁ ତାଙ୍କ ଓ୍ୱେଡିଂ ଆନିର୍ଭସରୀ ଦିନ ତାଙ୍କରି ହିଁ ଗ୍ୟାଙ୍ଗର କିଛି ଲୋକେ ଗୁଳି କରି ହତ୍ୟା କରିଥିବା…