ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୮ ମହିଳା କନଷ୍ଟେବଳ…

ପୁଣି ଖାକିରେ ଲାଗିଲା କଳଙ୍କ। ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ବିଭାଗର ହିଁ ମହିଳା। ମହାରାଷ୍ଟ୍ର ପୁଲିସର ମହିଳା କର୍ମଚାରୀମାନେ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। କେବଳ ସେତିକି ନୁହେଁ…

ପୁଣି ତାମିଲନାଡୁରେ ଲଗାଣ ବର୍ଷା; ସ୍କୁଲ୍-କଲେଜ ଛୁଟି

ତାମିଲନାଡୁ ପିଛା ଛାଡୁନି ଲଗାଣ ବର୍ଷା। ପୁଣି ଅଦିନରେ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 9ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।…

ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ରାଉରକେଲା : ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ‘ଅନ୍ୱେଷା’ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ କୃଷ୍ଣ କୁଜୁର। ତାଙ୍କ ଘର ଗୁରୁଣ୍ଡିଆ ବ୍ଲକ୍ ସୋଲ ଗାଁରେ। ସେ ରାଉରକେଲା ସହରରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ଆଜି ସେ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ…

ଜୟପୁର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ଦେବାବେଳେ ପୂର୍ବ ପ୍ରସ୍ତୁତି…

ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଇଡି

ବେଆଇନ ଖଣି ଖନନ ଓ ଇ-ବାହନ ଦୁର୍ନୀତି ଘଟଣାରେ ଆଜି ହରିଆଣାର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ତାଙ୍କ ସହଯୋଗୀ କୁଲବିନ୍ଦର ସିଂହଙ୍କୁ ମଧ୍ୟ ଇଡି ସମାନ ମାମଲାରେ ବାନ୍ଧିଛି। ଜାନୁଆରୀ ୪ରୁ ବେଆଇନ ଖଣି ଖନନ…

ସଲମାନଙ୍କ ଫାର୍ମ ହାଉସରେ ପଶିବାକୁ ଚେଷ୍ଟା କରି ୨ ଗିରଫ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ଯେବେ ଠାରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ହତ୍ୟା ଧମକ ମିଳିଛି, ସେବେଠୁ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାରି ଭିତରେ ତାଙ୍କ ପନଭେଲ ସ୍ଥିତ ଫାର୍ମ ହାଉସକୁ ପଶିବାକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଚେଷ୍ଟା କରିଛନ୍ତି।…

ହାଇଟେକ୍‌‌ ମେଡିକାଲ ବିସ୍ଫୋରଣ ଘଟଣା, ଏମ୍‌ସରେ ବନ୍ଧାପଡ଼ିଛି ଶବ..!

ଭୁବନେଶ୍ୱର: ହାଇଟେକ୍‌ ବିସ୍ଫୋରଣ ଘଟଣା‌ରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ପରିଚୟ ସଂକଟ ପୁଲିସ ସମେତ ଦୁଇ ଦୁଇଟି ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସେ ଜଟଣୀର ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଂଜନ ମଲ୍ଲିକ‌;…

ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ବିକାଶର ନୂଆ ଯାତ୍ରାରେ ଖୁବଶୀଘ୍ର ଯୋଡ଼ି ହେବ ମାଲକାନଗିରି । ଆସନ୍ତାକାଲି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିବାର କାର୍ଯ୍ୟକ୍ରମ ରହିଛି। କାଲି ସକାଳ…

ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍

ପୁରୀ: ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଗାୟକ ଶଙ୍କର ମହାଦେବନ୍ । ତାଙ୍କ ସହ…

ନିର୍ବାଚନ ହାରିଗଲେ ୧୦ ଦିନର ମନ୍ତ୍ରୀ

୧୦ ଦିନ ପୂର୍ବେ ଶପଥ ନେଇ ମନ୍ତ୍ରୀ ହୋଇଥିଲେ। ଏବେ ଉପ-ନିର୍ବାଚନରେ ହାରିଗଲେ। ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ…