୪ ବର୍ଷର ପୁଅକୁ ମାଆ ହତ୍ୟା କରିଥିବା ମାମଲା: ମିଳିଲା ରକ୍ତ ଛିଟା…

ନୂଆଦିଲ୍ଲୀ: ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ବେଙ୍ଗାଲୁରୁର ସିଇଓ ସୁଚନା ସେଥ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ତାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏବେ ଗୋଆ ଡିଜିପି ଜସପାଲ ସିଂ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ…

ବଳାତ୍କାର ଅଭିଯୋଗରେ ବନ୍ଧା ହେଲେ ନେପାଳର ‘ବୁଦ୍ଧ ବୟ’

କାଠମାଣ୍ଡୁ : ନେପାଳରେ ‘ବୁଦ୍ଧ ବୟ’ ନାମରେ ଖୁବ ପରିଚିତ ଆଧ୍ୟାତ୍ମିକ ନେତା ରାମ ବାହାଦୁର ବୋମଜନଙ୍କୁ ବାନ୍ଧିଛି ପୁଲିସ୍‌। ବହୁ ଲୋକ ତାଙ୍କୁ ବୁଦ୍ଧଙ୍କ ଅବତାର ମାନୁଥିବା ବେଳେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ‘ବୁଦ୍ଧ ବୟ’ଙ୍କ ନାଁରେ ବଳାତ୍କାର ପରି…

ନିର୍ବାଚନ ଇସ୍ତାହାରରେ ବିଏସ୍‌କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ

ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର…

ଜାଲ୍‌ ଦସ୍ତଖତରେ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ  : କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କ ଜାଲ୍‌ ଦସ୍ତଖତ କରି ମହାବିଦ୍ୟାଳୟରେ ୪୮ ଜଣକୁ ନିଯୁକ୍ତି ଘଟଣାରେ…

କୁହୁଡି ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା, ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧୧।୧: ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହି ଅଛି ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା…

ଇନ୍ଦୋର ଓ ସୁରାଟ ଦେଶର ସର୍ବାଧିକ ସ୍ବଚ୍ଛ ସହର ଘୋଷିତ…

ନୂଆଦିଲ୍ଲୀ: କ୍ରମାଗତ ସପ୍ତମ ଥର ପାଇଁ ଇନ୍ଦୋରକୁ ଦେଶର ସର୍ବାଧିକ ସ୍ବଚ୍ଛ ସହର ଘୋଷଣା କରାଯାଇଛି। ଏଥର ଗୁଜୁରାଟର ସୁରଟ ବି ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇଛି। ୨୦୨୦ରୁ ସୁରଟ ଲଗାତାର ଦ୍ବିତୀୟ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇ ଆସୁଥିଲା।୨୦୨୦ରୁ ସୁରଟ…

ମାଆ, ପୁଅଙ୍କ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ ପାଇଁ ‘ୟୁଟ୍ୟୁବ୍‌ ଇଣ୍ଡିଆ’କୁ ମିଳିଲା ସମନ୍‌

ନୂଆଦିଲ୍ଳୀ: ମାଆ ଓ ପୁଅଙ୍କ ଉପରେ ଆପତ୍ତିଜନକ ବିଷୟବସ୍ତୁ ପ୍ରଦର୍ଶନକୁ ନେଇ ୟୁଟ୍ୟୁବ୍‌ ଇଣ୍ଡିଆକୁ ଆନୁଷ୍ଠାନିକ ସମନ୍‌ ଜାରି ହୋଇଛି। ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)…

ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନ ୨ଟା ୫୦ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ୬.୧ ତୀବ୍ରତାର ଏକ ଭୂକମ୍ପ ହେବା ପରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର…

ଉଦ୍ଧବଙ୍କୁ ଝଟ୍‌କା ପରେ ଭୟରେ ପାଓ୍ୱାର ଗ୍ରୁପ୍‌

ମୁମ୍ବାଇ : ମହାରାଷ୍ଟ୍ର ବାଚସ୍ପତିଙ୍କ ରାୟ ପରେ ଶିବସେନା (ୟୁବିଟି)କୁ ଝଟକା ଲାଗିଛି। ଏହାପରେ ଦଳର ଅନ୍ୟତମ ସହଯୋଗୀ ଦଳ ତଥା ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଭୟ ଘାରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ…