ଘରୋଇ କଳିର କରୁଣ ପରିଣତି; ଶାଶୁଙ୍କୁ ପାୱାର ଚ୍ୟାନେଲ ଭିତରକୁ ଠେଲିଦେଲା ବୋହୂ

ସମ୍ବଲପୁର : ଘରୋଇ କଳିର କରୁଣ ପରିଣତି। ସାମାନ୍ୟ କଳିକୁ ନେଇ ଶାଶୁଙ୍କୁ ପାୱାର ଚେନାଲ ଭିତରକୁ ଠେଲିଦେଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ମାଝିପାଲି ଟେମ୍ପରାରୀ କଲୋନୀରେ। ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରିଛି।…

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ରାଉରକେଲା //ଭୁବନେଶ୍ବର : ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଅପରାହ୍ନରେ ସେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ ସଭାପତି…

ରାଜ୍ୟ ସରକାରଙ୍କ ୪୧ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ୩୪୮ ପଦବି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଏଣ୍ଟ୍ରାନ୍ସ ରେଜଲ୍ଡ ପ୍ରକାଶିତ

କଟକ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଷଷ୍ଠରୁ ନବମ ଶ୍ରେଣୀରେ ନାମ…

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି; ରାଜ୍ୟସଭାରେ ପ୍ରସଂଗ ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ବର: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଦାବି ଉଠିଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ମଙ୍ଗଳବାର ଏହି ଦାବି ଉଠାଇଛନ୍ତି। ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି…

ଗୋଟିଏ ଦିନ ବଢିପାରେ ବଜେଟ୍ ଅଧିବେଶନ, ଆସିବ ୟୁପିଏ ସରକାରଙ୍କ ଆର୍ଥିକ ନୀତି ଉପରେ ଶ୍ବେତପତ୍ର !

ନୂଆଦିଲ୍ଲୀ: ସଂସଦର ଚଳିତ ବଜେଟ୍ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରାଯାଇପାରେ। ପୂର୍ବ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରଙ୍କ ଅର୍ଥନୈତିକ ନୀତି ବିରୋଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ଆଣିବେ ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ…

ମୋଦୀଙ୍କୁ ପ୍ରଶଂସାରେ ପୋତିଲେ କୁମାର ବିଶ୍ୱାସ…

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଭାଗ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ…

ଇଣ୍ଡିଆ ମେଣ୍ଟରେ ମହାରାଷ୍ଟ୍ର ପାଇଁ ଆସନ ଭାଗବଣ୍ଟାକୁ ନେଇ ଛିଡି଼ଲା ଅଙ୍କ…

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ଏକଜୁଟ ହୋଇଥିବା ବିରୋଧୀ ଦଳ ‘ଇଣ୍ଡିଆ’ ସମ୍ମୁଖରେ ଆସନ ଭାଗବଣ୍ଟା ଏବେ ପ୍ରମୁଖ ସମସ୍ୟା ପାଲଟିଛି | ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସିଟ୍…

ମୁଁ ଚାହିଁବି ଏଣିକି ମନ୍ତ୍ରୀ ଓ ଅଧିକାରୀ ନିଜ ଇଚ୍ଛାରେ ସରକାରୀ ସ୍କୁଲରେ ପିଲାଙ୍କ ନାମ ‌‌ଲେଖାନ୍ତୁ:ଅରବିନ୍ଦ…

ନୂଆଦିଲ୍ଲୀ: ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଶିକ୍ଷାମନ୍ତ୍ରୀ ଆତିଶି ଏକ ସରକାରୀ ସ୍କୁଲର ନୂଆ କୋଠା ଉଦଘାଟନ କରିଛନ୍ତି । ନୂଆ କୋଠା ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଜାଣି ଖୁସି…

ବର୍ଷକ ଭିତରେ ଥରେ ବି ଭେଟିବାର ସୁଯୋଗ ଦେଲେନି ରାହୁଲ, ମୋଦୀ ୪ ଦିନରେ ହିଁ ଡକାଇଲେ: ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏବେ ଅଡୁଆରେ ପକାଇବାରେ ଲାଗିଛନ୍ତି ନେତା ପ୍ରମୋଦ କୃଷ୍ଣମ | ବାସ୍ତବରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଖାସ କୁହାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ମଧ୍ୟ ଦଳ ଛାଡିପାରନ୍ତି ବୋଲି…