ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା

ଅନୁଗୋଳ : ଜନ୍ମ କଲା ମା’ ହିଁ ସାଜିଲା ପିଶାଚିନୀ। ନିଜ ହାତରେ ହିଁ ନିଜ ମମତାର ତଣ୍ଟି ଚିପି ଦେଲା। ବିବାହର ଦୀର୍ଘ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲା। ହେଲେ ନିଜେ ହିଁ ସହି ପାରିଲାନି ନିଜ ଖୁସି। ଛୁଆଙ୍କ କାନ୍ଦରେ ଅସହ୍ୟ ହୋଇ ନିଜ କୋଳ ଖାଲି କରିବାକୁ…

ଆଗାମୀ ତିନି ଦିନ ଅଧା ଓଡ଼ିଶାରେ ହେବ ଘନକୁହୁଡ଼ି…!

ଭୁବନେଶ୍ବର : ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ ବଳୟ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆଗାମୀ ତିନି ଦିନ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି…

ଜଳକା ନଦୀରେ ଡଲ୍‌ଫିନ୍…

ବାଲେଶ୍ବର : ଜଳକା ନଦୀରେ ଭାସୁଥିଲା ଡଲ୍‌ଫିନ୍। ଗାଁ ଲୋକେ ଧରି ପୋଖରୀରେ ଛାଡ଼ିଥିଲେ। ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ପୋଖରୀରୁ ଡଲ୍‌ଫିନ୍‌କୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର। ବସ୍ତା ଦେଇ ପ୍ରବାହିତ ହୋଇଛି ଜଳକା ନଦୀ। ଆଜି ସକାଳେ ସେହି ନଦୀର…

ସିଭିଲ ସର୍ଭିସ କୋଚିଂ କ୍ଲାସ୍‌ରେ ଟଳିପଡ଼ିଲେ ଛାତ୍ର

ଇନ୍ଦୋର : ବୟସ ମାତ୍ର ୨୦ ବର୍ଷ। ଆଖିରେ ଥିବ ଆଖିଏ ସ୍ୱପ୍ନ। ପ୍ରାଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବାପାମା’ଙ୍କ ଆଶାଆକାଙ୍‌କ୍ଷା ପୂରଣ କରିବେ। ନିଜର ସ୍ୱପ୍ନ ସାକାର କରିବେ। ସେଥିପାଇଁ ରାଜା ଲୋଧି ଜୋରଦାର ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ କିଏ ଜାଣିଥିଲା, କୋଚିଂ କ୍ଲାସ୍‌…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଘୋଟାଲା, ତାତିଲେ ଆଶାୟୀ…

ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ,…

ଧରାପଡ଼ିଲେ ଦୁର୍ଦ୍ଦାନ୍ତ ରାଜଧାନୀ ଆପାର୍ଟମେଣ୍ଟ ଲୁଟେରା…

ଭୁବନେଶ୍ବର : ଧରା ପଡ଼ିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ରୁପ୍‌। କମିଶନରେଟ୍‌ ପୁଲିସ୍‌ ଆପାର୍ଟମେଣ୍ଟ ଲୁଟେର ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି। ସେମାନେ ହେଲେ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାର। ନୟାପଲ୍ଲୀର ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ରେ ଏମାନଙ୍କ…

ହ୍ରଦରେ ବୁଡ଼ିଗଲା ଡଙ୍ଗା, ୬ ଛାତ୍ରଛାତ୍ରୀ ମୃତ…

ବଡ଼ୋଦରା : ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ…

ବାପ ଘରକୁ ବୁଲିବାକୁ ଆସିଥିବା ସଫ୍ଟୱୟାର ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ସ୍ତବ୍ଧ…

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଭୋପାଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପଘରେ ଜ‌‌ଣେ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ସୂଚନାଯୋଗ୍ୟ, ରାଜଧାନୀ ଅଶୋକ ଗାର୍ଡନ ଅଞ୍ଚଳରେ…

ଡାକିଥିଲା ଇଡି, କିନ୍ତୁ ହାଜର ହେବେନି କେଜ୍ରିଓ୍ୱାଲ…

ନୂଆଦିଲ୍ଲୀ : ବାରମ୍ବାର ଡାକୁଛି ଇଡି। କିନ୍ତୁ ହାଜର ହେଉନାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟି ସୁପ୍ରିମୋ ଅ‍ରବିନ୍ଦ…

ମଣିପୁରରେ ଥମୁନି ହିଂସା, ୩ ଯବାନ ଆହତ…

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଆଜି ପୁଣି ମଣିପୁରର ଥୌବଲ ଜିଲ୍ଲାରେ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ତିନି ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ଏନେଇ ଆଜି ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ବୁଧବାର ବିଳମ୍ବିତ…