‘ଶ୍ରେଷ୍ଠ ଗର୍‌ବା’ ପୁରସ୍କାର ଜିତିଲା ଝିଅ, ବାପାକୁ ପିଟିପିଟି ମାରିଦେଲେ ଆୟୋଜକ

ଗର୍‌ବା ପୁରସ୍କାର ଜିତିବାର ଖୁସି ମାତ୍ର କିଛି ମିନିଟ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ଝିଅ ପାଇଁ ଦୁଃଖର ପାହାଡ଼ ଆଣି ଦେଇଛି। ପୁରସ୍କାର ଜିତିବା ପରେ ଝିଅଟିର ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୬ ଜଣ ଲୋକ ହତ୍ୟା…

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି। ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ…

ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । VRSକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ । ଓଡ଼ିଶା ରୂପାନ୍ତରଣରେ…

ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଗୌତମୀ…

ବିଜେପି ଛାଡ଼ିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ଗୌତମୀ ତାଡ଼ିମଲ୍ଲା। ଦଳ ସହ ୨୫ ବର୍ଷ କଟେଇବା ପରେ ଶେଷରେ ଇସ୍ତଫା ଦେଇଛନ୍ତି ଗୌତମୀ। ଦଳୀୟ ନେତୃତ୍ୱଙ୍କର ତାଙ୍କ ପ୍ରତି ସମର୍ଥନର ଅଭାବ ଏବଂ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳର କିଛି ନେତା…

ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ, ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ଛତିଶଗଡ : ଆସନ୍ତାମାସରେ ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସିବ, ତା’ହେଲେ ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ସେ ଦଳର ପ୍ରଚାର କରି ଆଜି କହିଛନ୍ତି, “ସବୁ କୃଷି ଋଣ ଛାଡ଼…

ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ…

ସାଙ୍ଗ ଲୁଟିନେଲା ୩୫ ଲକ୍ଷ । ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ୩୫ ଲକ୍ଷର ଚୁନା । ସାଙ୍ଗ ହେବା ଆଳରେ ଟଙ୍କା ନେଇଗଲେ ଡାଟା ସାଇଣ୍ଟିଷ୍ଟ। ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭୁବନେଶ୍ବର ସାଇବର ଥାନା । ଏହା ସହ ନଗଦ ୬ ଲକ୍ଷ ଟଙ୍କା, ଚେକ ବୁକ ଜବତ କରି ତଦନ୍ତ…

୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର…

ସୋର:ମହାମାୟାଙ୍କ ପୂଜା ଚାଲିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକକଡ଼ି କରାଯାଇଛି। ଏହି ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଷ୍ଟେସନ ବଜାରରେ। ଗତକାଲି ରାତିରେ…

ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଲେ ହରିୟାଣାର ବରିଷ୍ଠ ପୁଲିସ ଅଧିକାରୀ…

ଚଣ୍ଡିଗଡ଼: ହରିୟାଣା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଗୀନ୍ଦର ଦେଶୱାଲ ସୋମବାର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ତାଙ୍କୁ ତୁରନ୍ତ କର୍ଣ୍ଣାଲର ଏକ ଘରୋଇ…

ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ

ନୂଆଦିଲ୍ଲୀ : ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା ଭିଡିଛନ୍ତି।…

ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ…