ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ…

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ।…

ହିମାଚଳ ପ୍ରଦେଶର କାଁଗଡ଼ାରେ ‘ପରାଗ୍ଲାଇଡର୍‌’ ନିଖୋଜ; ଠାବ କରିବାକୁ ହେଲିକପ୍ଟର୍‌ ମୁତୟନ

ଶିମ୍‌ଲା: ହିମାଚଳ ପ୍ରଦେଶର କାଁଗଡ଼ା ଜିଲ୍ଲା ଅନ୍ତର୍ଗତ ବୀଡ଼ରୁ(ବୀର୍‌) ଉଡ଼ାଣ ଆରମ୍ଭ କରି ଅନ୍ୟୂନ ୨ ଦିନ ହେବ ନିଖୋଜ ହୋଇଯାଇଥିବା ପୋଲାଣ୍ଡ୍‌ର ଜଣେ ‘ପାରାଗ୍ଲାଇଡର୍‌’ଙ୍କୁ ଠାବ କରିବା ଲାଗି ୨ଟି ହେଲିକପ୍ଟର୍‌ ମୁତୟନ କରାଯାଇଛି। ପ୍ରାପ୍ତ ସୂଚନା…

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ସମନ, ଅକ୍ଟୋବର ୩୧ରେ ହାଜର ନିର୍ଦ୍ଦେଶ…

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସଂସଦର ଏଥିକ୍ସ କମିଟି ମହୁଆ ମୈତ୍ରଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ସମନ ଜାରି କରିଛି। ତାଙ୍କୁ ପୂର୍ବାହ୍ନ ୧୧ଟାରେ କମିଟି ସମ୍ମୁଖରେ…

ପେପର୍‌ ଲିକ୍‌ ମାମଲା, ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ଘରେ ପଶିଲା ଇଡି…

ଜୟପୁର : ଇଡି ଜାଲରେ ପୂର୍ବତନ ଶିକ୍ଷା ମନ୍ତ୍ରୀ। ନିର୍ବାଚନ ପୂର୍ବରୁ ପେପର୍‌ ଲିକ୍ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ରେଡ୍‌ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ସେହିପରି ଏହି ମାମଲା…

ସଡ଼କ ଦୁର୍ଘଟଣା : ଅନ୍ୟୂନ ୧୨ ମୃତ, ଜଣେ ଆହତ…

ଚିକ୍କବଲ୍ଲାପୁର: ଆଜି ସକାଳେ କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଗୋଟାଏ ସିମେଣ୍ଟ୍‌ ମିକ୍ସର୍‌ ଟ୍ରକ୍‌ ସହିତ ଗୋଟାଏ ଟାଟା ସୁମୋ କାର୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଜଣେ…

ସେୟାର ବଜାରରେ କମ୍ପନ, ୯୦୧ ପଏଣ୍ଟ କମିଲା ସେନସେକ୍ସ, ନିବେଶକଙ୍କ କ୍ଷତି ୩ ଲକ୍ଷ କୋଟି…

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ପ୍ରାୟ ୯୦୧ ପଏଣ୍ଟ ଓ ନିଫଟି ୨୬୪ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ଏହା ଫଳରେ ନିବେଶକମାନେ ପ୍ରାୟ ୩ ଲକ୍ଷ କୋଟି ହରାଇଛନ୍ତି । ଏହା ସହିତ କ୍ରମାଗତ ୬ଷ୍ଠ ସେସନ ପାଇଁ…

ଗାଜାରେ ଟ୍ୟାଙ୍କ ଧରି ପଶିଲା ଇସ୍ରାଏଲ…

ତେଲ ଅଭିଭ : ଗାଜାକୁ ଚାରିପଟୁ ଘେରିଲା ଇସ୍ରାଏଲ୍‌। ଯୁଦ୍ଧ ଟ୍ୟାଙ୍କର ଧରି ଗାଜା ଭିତରେ ପଶି କରିଲା ସର୍ଜିକାଲ ଷ୍ଟ୍ରାଇକ୍। ଇସ୍ରାଏଲ ସେନା ହମାସକୁ ନିପାତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା ପଟ୍ଟିରେ ପ୍ରବେଶ କରି ହମାସର…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।…

ଚିକିତ୍ସା ପାଇଁ ବାପାଙ୍କୁ ବସାଇ ୩୫ କିଲୋମିଟର ଟ୍ରଲି ଟାଣିଲେ ଝିଅ…

ଭଦ୍ରକ:  ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହିତ ବାଃ ବାଃ କହୁଛନ୍ତି। ଗୁରୁତର ବାପାଙ୍କ ଚିକିତ୍ସା ପାଇଁ ଝିଅ ୩୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲି ଟାଣିଛନ୍ତି। ନଦୀଗାଁରୁ ଧାମନଗର ଓ ସେଠାରୁ…

ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି…

ସୁନ୍ଦରଗଡ଼: ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବି. ଆର. ଷଡ଼ଙ୍ଗୀ ଓ ଜଷ୍ଟିସ କେ. ଆର. ମହାପାତ୍ର ଆସି ପଣ୍ଡରିଢିପା ଛକରେ ନିର୍ମାଣାଧୀନ ନୂତନ ନ୍ୟାୟାଳୟ କୋଠା ପରିସରରେ ଜ଼ିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟର ନୂତନ କୋଠା, ଏମିନିଟି…