କେରଳ ରାଲିରେ ହମାସ ନେତା, କାର୍ଯ୍ୟାନୁଷ୍ଠାନ ଦାବି

ତ୍ରିଭେନ୍ଦ୍ରମ : ଇସ୍ରାଏଲ ଓ ହମାସ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ଜାରି ରହିଛି। ହମାସ ଆତଙ୍କବାଦୀଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଗାଜା ଉପରେ ଚାରିପେଟ ଆକ୍ରମଣକୁ ଜୋରଦାର କରିଛି। ଏହି ଯୁଦ୍ଧକୁ ନେଇ ଭାରତରେ ଅନେକ ଲୋକେ ପାଲେଷ୍ଟାଇନ୍‌ର ସମର୍ଥନ କରୁଛନ୍ତି।…

ମହୁଆଙ୍କ ଆବେଦନ ଖାରଜ, ନଭେମ୍ବର ୨ରେ ଏଥିକ୍ସ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ ହୋଇଛି। ତାଙ୍କୁ ଲୋକସଭାର ଏଥିକ୍ସ କମିଟି ନିକଟରେ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କମିଟି ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ…

୩ ପିଲାଙ୍କ ସମେତ ପରିବାର ୬ ଜଣଙ୍କୁ ବିଷ ଦେବା ପରେ ନିଜେ ଝୁଲି ପଡ଼ିଲେ

ଅହମ୍ମଦାବାଦ : ଗୁଜରାଟରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଖବର। ଗୋଟିଏ ପରିବାର କରିଛନ୍ତି ସାମୂହିକ ଆତ୍ମହତ୍ୟା। ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି।…

୨୦ କୋଟି ଦିଅ ନଚେତ୍‌ ମାରି ପକାଇବୁ

ମୁମ୍ବାଇ: ଇ-ମେଲ୍‌ ମାଧ୍ୟମରେ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ହତ୍ୟା ଧମକ ପାଇଥିବା କଥା ଆଜି ମୁମ୍ବାଇ ପୁଲିସ କହିଛି। ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ମୁକେଶ ଅମ୍ବାନିଙ୍କ…

ଇସ୍ରାଏଲ୍‌କୁ ସତର୍କ ‌କଲେ ଇରାନ୍‌ ମନ୍ତ୍ରୀ

ନ୍ୟୁୟର୍କ: ଲେବାନନ୍‌ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ ହୋଇ ରହିଛନ୍ତି ଓ ସେମାନେ ଯେକୌଣସି ମୁହୂର୍ତ୍ତରେ ଭୟାବହ କାଣ୍ଡ ଘଟାଇ ପାରନ୍ତି ବୋଲି ଇରାନ୍‌ର ବୈଦେଶିକ ମନ୍ତ୍ରୀ ହୋସେନ୍‌ ଅମିର୍‌-ଅବ୍‌ଦୋଲ୍ଲାହିଆନ୍‌ ଗଣମାଧ୍ୟମ ‘ମର୍ଣ୍ଣିଙ୍ଗ୍‌ ଏଡିସନ୍‌’ର ପ୍ରତିନିଧି…

ଘରେ ପଶି ୨୪ ବର୍ଷୀୟ ଯୁବତୀଙ୍କୁ ଗୁଳି ମାରି ହତ୍ୟା କଲେ ଅଜ୍ଞାତ ଦୁର୍ବୃତ୍ତ, ପ୍ରେମିକର ଭାଇ ଗିରଫ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀର ଜୈତପୁର ଅଞ୍ଚଳରେ ଦୁଇଜଣ ଅଜ୍ଞାତ ଦୁର୍ବୃତ୍ତ ବଳପୂର୍ବକ ଘରେ ବସି ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ସେ…

କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ୩୪ ବର୍ଷ ପୂର୍ବେ ଗୁପ୍ତଭାବରେ ନିଜ ଶୁକ୍ରାଣୁ ସଞ୍ଚାର କରିଥିବା ଡାକ୍ତରଙ୍କ…

ନୂଆଦିଲ୍ଲୀ: ୱାଶିଂଟନରେ ଜଣେ ମହିଳା ତାଙ୍କର ଜଣେ ଫର୍ଟିଲିଟି ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୩୪ବର୍ଷ ପୂର୍ବେ ତାଙ୍କ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ଗୁପ୍ତଭାବରେ ଡାକ୍ତର ଜଣଙ୍କ ତାଙ୍କ ଶୁକ୍ରାଣୁ ବ୍ୟବହାର…

୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ମାଳଦ୍ୱୀପ

ତାମିଲନାଡୁ: ତାମିଲନାଡୁର ପ୍ରାୟ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଗିରଫ କରିଛି। ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ଡଙ୍ଗା ଫେରସ୍ତ ଦେବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଶନିବାର କେନ୍ଦ୍ର ସରକାରଙ୍କୁ…

ବିଲାତି ବାଇଗଣ ପରେ ଏବେ ଚିନ୍ତା ବଢ଼ାଇଲାଣି ପିଆଜ; ହୁ ହୁ ବଢ଼ିଚାଲିଛି ଦର

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇ ୪୭ ଟଙ୍କାରେ ପହଞ୍ଚିଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଜାଣିବାକୁ ମିଳିଛି ଯେ ଶୁକ୍ରବାର ଦିନ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ‘ଆପ୍‌’ ଜାରି କଲା ଦ୍ୱିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨୧ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହା ପୂର୍ବରୁ ଅକ୍ଟୋବର ୨୬ ତାରିଖରେ ଦଳ ୨୩ ଜଣିଆ ପ୍ରଥମ ପ୍ରାର୍ଥୀ…