ମହୁଆ ମୋଇତ୍ରାଙ୍କୁ ବିଜେପିର ଟାର୍ଗେଟ୍‌…

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଥମୁନି ବିବାଦ। ବିରୋଧୀ ଦଳ ତାଙ୍କୁ ଚାରିପଟୁ ଘେରୁଛନ୍ତି। ଏହାରି ଭିତରେ ବିଜେପି ମଧ୍ୟ ବାରମ୍ବାର ଏହି ଟିଏମ୍‌ସି ନେତ୍ରୀଙ୍କୁ ଟାର୍ଗେଟ୍‌ କରିଚାଲିଛି। ସାଂସଦ ନିଶିକାନ୍ତ…

ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ…

ଜାମିନ ନ ଦେବାରୁ ରାଗିଯାଇ ବିଚାରପତିଙ୍କ ଗଳା ଚିପିଲେ ଓକିଲ…

ହମିରପୁର: ଉତ୍ତରପ୍ରଦେଶର ହମିରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହମିରପୁର ଜିଲ୍ଲା କୋର୍ଟରେ ଜଣେ ଓକିଲ ବିଚାରପତିଙ୍କ ଉପରେ ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଓକିଲ ଲଢ଼ୁଥିବା ଏକ ମାମଲାରେ ଅଭିଯୁକ୍ତ ଜାମିନ…

ନେତାଜୀ ବସ ଟର୍ମିନାଲ ବୁଲିଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ…

କଟକ : କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସିଡିଏ ଅଧ୍ୟକ୍ଷ…

ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି…

୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ। ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି। ରାଜରାସ୍ତାରୁ ଗାଏବ ହୋଇଯିବ ‘ପ୍ରିମିୟର ପଦ୍ମିନୀ’। ଦୀର୍ଘ ୬ ଦଶନ୍ଧି ଧରି ମୁମ୍ବାଇ ରାସ୍ତାରେ ରାଜ କରୁଥିବା ଏହି କଳା-ହଳଦିଆ ଟ୍ୟାକ୍ସି ଆଉ ଲୋକଙ୍କୁ ସେବା ପ୍ରଦାନ କରିପାରିବ…

ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା

ଭୁବନେଶ୍ବର : ଆଜି ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ…

ବିଜୟନଙ୍କ ସହ କଥା ହେଲେ ଅମିତ ଶାହା, ଇହୁଦୀ ଧର୍ମସ୍ଥଳୀର ସୁରକ୍ଷା ବଢିଲା

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାର ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ଶାହା…

ଖସୁଛି ପାରଦ, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି। ଏହାରି ମଧ୍ୟରେ କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି। ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି। ଭାରତୀୟ…

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି…

ଇସ୍ରାଏଲ ଓ ହମାସ ମଧ୍ୟ ଦୀର୍ଘ ଦିନ ହେବ ଲାଗି ରହିଛି ଯୁଦ୍ଧ। ଏଥିଯୋଗୁ ଅନେକ ଲୋକେ ଉଭୟ ପକ୍ଷରୁ ପ୍ରାଣ ହରାଇସାରିଲେଣି। ଏବେ ଏହି ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲ-ସିସିଙ୍କ ସହ ଫୋନ୍‌ ଯୋଗେ କଥା…

ନଭେମ୍ବେର ୧ରୁ କୋରାପୁଟରେ ଇକୋ ରିଟ୍ରିଟ୍‌

କୋରାପୁଟ: ଆରମ୍ଭ ହୋଇସାରିଛି ଶୀତ। ଅଳଶି ଫୁଲର ସୁନେଲି ରଂଗର ଚାଦରରେ ଘୋଡାଇ ହୋଇଛି କୋରାପୁଟର ପ୍ରକୃତିରାଣୀ। ମନୋରମ ପ୍ରକୃତି ଓ ପରିବେଶଭରା କୋରାପୁଟ ଏବେ ଭୂସ୍ୱର୍ଗ ପାଲଟିଛି। ଏଇ କମନୀୟ ପରିବେଶକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଲାଗି ଦେଓମାଳି ପାଦଦେଶର ପୁଟସିଲ ଠାରେ ଖୁବ ଶୀଘ୍ର…