ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର…

ନୂଆଦିଲ୍ଲୀ : ପ୍ଲସ୍ ଟୁ ସାଇନ୍ସରେ ବାୟୋଲୋଜି ନ ରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଏଣିକି ଡାକ୍ତର ହୋଇପାରିବେ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ NMC ଲାଗୁ କରିବାକୁ ଯାଉଛି ଏହି ନୂଆ ନିୟମ। ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନ ରଖି ପାସ୍ ଆଉଟ୍…

ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଆଦେଶ ଦେଲେ…

ତେଲ୍‌ ଆଭିଭ୍‌: ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଦେଶ ଦେଇଛନ୍ତି। ଗୋଟାଏ…

ସୁପ୍ରିମକୋର୍ଟ ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମାଙ୍କର ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତିମା। ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…

ପଞ୍ଜାବ ଗୁରୁଦ୍ବାରରେ ଦୁଇ ନିହଙ୍ଗ୍‌ ଶିଖ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ; ଜଣେ ପୁଲିସ ମୃତ, ୫ ଆହତ…

କପୁରତାଲା: ବୁଧବାର ରାତିରେ ପଞ୍ଜାବର କପୁରତାଲାରେ ଦୁଇ ନିହଙ୍ଗ୍‌ ଶିଖ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ଗୁଳିକାଣ୍ଡ ଘଟିବାରୁ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମୃତ ପୁଲିସ କର୍ମଚାରୀ ହେଉଛନ୍ତି, ସୁଲ୍‌ତାନପୁର…

‘ଡିପ୍‌ଫେକ୍‌’ ମୁକାବିଲା ପାଇଁ ଖୁବ୍‌ ଶୀଘ୍ର ଆସିବ ନିୟମାବଳି…

ନୂଆଦିଲ୍ଲୀ: ‘ଡିପ୍‌ଫେକ୍‌’ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଖୁବ୍‌ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିଂବା ନୂଆ ଆଇନ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ‘ଡିପ୍‌ଫେକ୍‌’ ଭିଡିଓର…

ଇ-ଟିକେଟ୍‌ ବୁକିଙ୍ଗ୍‌ ସାମୟିକ ଭାବେ ପ୍ରଭାବିତ…

ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଆଜି ‘ଇଣ୍ଡିଆନ୍‌ ରେଲ୍‌ୱେଜ୍‌ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌’ର ଇ-ଟିକେଟ୍‌ ବୁକିଙ୍ଗ୍‌ ବ୍ୟବସ୍ଥା ସାମୟିକ ଭାବେ ପ୍ରଭାବିତ ହୋଇଥିବା କଥା କମ୍ପାନି କହିଛି। ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ‘ଆଇଆର୍‌ସିଟିସି’ କହିଛି,…

ମହୁଆଙ୍କ ଲାଗି ମୁହଁ ଖୋଲିଲେ ମମତା…

କୋଲକାତା : ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଅଭିଯୁକ୍ତ ଥିବା ଟିଏମ୍‌ସି ସାଂସଦ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରିବା ପାଇଁ ଯୋଜନା ଚାଲିଛି।…

ଆଉ ଜଣେ ଯବାନ ସହିଦ, ସଂଖ୍ୟା ୫ରେ ପହଞ୍ଚିଲା…

ଶ୍ରୀନଗର : ଜମ୍ମୁ-କଶ୍ମୀରର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଠାରୁ ଗୁଳିବିନିମୟ ଜାରି ରହିଛି। ଏନକାଉଣ୍ଟର ଚାଲିଥିବା ବେଳେ ଆଉ ଜଣେ ଯବାନ ଆଜି ସହିଦ ହୋଇଛନ୍ତି। ଫଳରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଆତଙ୍କୀଙ୍କ ଗୁଳିରେ ୨…

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ…

ଭୁବନେଶ୍ବର: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିର୍କେୟନଙ୍କୁ ଆଜି ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର…

ଆସନ୍ତା କାଲିଠୁ ପଞ୍ଚୁକ ବ୍ରତ, ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ : କାଲିଠୁ ପବିତ୍ର ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଗହଳିକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ…