ବାଇଡେନଙ୍କ ବ୍ୟକ୍ତିଗତ କୂଟନୈତିକ ଉଦ୍ୟମ ସଫଳ

ୱାସିଂଟନ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ପ୍ରାୟ ୨୪୦ ଜଣଙ୍କୁ ବନ୍ଦୀ କରି ନେଇଥିଲେ। ଏହାପରେ କତର ସରକାର ହ୍ୱାଇଟ୍ ହାଉସ୍ ସହ ଯୋଗାଯୋଗ କରି ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି କାର୍ଯ୍ୟ କରିବା ପାଇଁ…

ଓଡ଼ିଶାରେ ଅଛନ୍ତି ୪୦ ହଜାର ୮୮ ଜଣ ଦାଦନ ଶ୍ରମିକ

ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି।…

ଚୀନ୍‌ ସ୍କୁଲରେ ବ୍ୟାପୁଛି ରହସ୍ୟଜନକ ନିମୋନିଆ…

ବେଜିଙ୍ଗ୍‌: ସମ୍ପ୍ରତି ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ନିମୋନିଆ ବ୍ୟାପିଥିବାରୁ ଡାକ୍ତରଖାନା ସବୁ ଏଥିରେ ଆକ୍ରାନ୍ତ ପିଲାମାନଙ୍କଦ୍ବାରା ଭରପୂର ହୋଇଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଇୱାନ୍‌ର ‘ଏଫ୍‌ଟିଭି ନିଉଜ୍‌’…

ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ଉଦ୍‌ବେଗ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟରେ ଆଦିବାସୀମାନେ ବଞ୍ଚିତ ଆଉ ଅବହେଳିତ ଅବସ୍ଥାରେ ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗୁରୁବାର ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୦…

କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ…

କୋଚି: ଉତ୍ତର କେରଳର ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଧାରରେ ପୁଲିସ କ୍ରିକେଟର ଏସ୍ ଶ୍ରୀସନ୍ଥ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ରିପୋର୍ଟରୁ ପ୍ରକାଶ, ଚୌଣ୍ଡାର ଅଭିଯୋଗକାରୀ…

ଭୁବନେଶ୍ବର ମାର୍କେଟକୁ ଆସିଲା ଭାରତ ଅଟା; ବିକ୍ରି କରୁଛି ନାଫେଡ୍‌, ଗ୍ରାହକଙ୍କ ମନରେ ଖୁସି

ଭୁବନେଶ୍ବର: ଭୁବନେଶ୍ୱର ବଜାରକୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଭାରତ ଅଟା ଆସିଛି। ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଭାରତ ଅଟାକୁ ଶୁଭାରମ୍ଭ କରିଥିଲେ। ଭାରତ ଅଟା କିଲୋ ପିଛା…

‘ପନୌତି’ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ…

୭୦୦ କର୍ମଚାରୀଙ୍କ ଇସ୍ତଫା ଧମକ ପରେ ଓପନ୍‌ଏଆଇକୁ ଫେରିଲେ ଅଲ୍ଟମ୍ୟାନ୍

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଭିତରେ ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଂସ୍ଥା ଓପନ୍ଏଆଇରେ ବହୁତ କିଛି ଘଟିଯାଇଛି। ପ୍ରଥମେ କଂପାନିର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌କୁ ବୋର୍ଡ ବିଦା କରି…

ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!

ଉତ୍ତରକାଶୀ : ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ…

ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ…

କୋଲକାତା : ଆଇସିସି ବିଶ୍ୱକପ୍‌ରେ ଭାରତ ହାରିବା ସମସ୍ତଙ୍କୁ ନିରାଶ କରିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ପଟେ ଏହାକୁ ନେଇ କ୍ରିକେଟ୍‌ ପ୍ରେମୀ ଦୁଃଖରେ ଥିବାବେଳେ ଅନ୍ୟପଟେ ଏହାକୁ ନେଇ ଜାରି ରହିଛି…