‘୧୦ ଲକ୍ଷ ବିଟ୍ କଏନ ଦିଅ, ନଚେତ ମୁମ୍ବାଇ ଏୟାରପୋର୍ଟ ଉଡ଼ାଇ ଦେବୁ ’
‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍ କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍ ମୁମ୍ବାଇ ପୁଲିସ୍ର ନିଦ ହଜାଇ ଦେଇଛନ୍ତି।
ମୁମ୍ବାଇ ପୁଲିସ୍ ସୂଚନା ଅନୁଯାୟୀ,…