ମୃତ ମା’ ସହ ବର୍ଷେ, ରେଜେଇ ତଳେ ଲୁଚାଇଥିଲେ ଶବ…

ବାରାଣସୀ : ଦୁଇ ବର୍ଷ ତଳେ ବାପା ଘର ଛାଡ଼ି ଚାଲିଗଲେ। ଏହାର ବର୍ଷେ ପରେ ହଠାତ୍‌ ଦୁନିଆ ଛାଡ଼ିଦେଲେ ଅସୁସ୍ଥ ମା’। ଘରେ ଦୁଇ ଝିଅ। କ’ଣ କରିବେ କିଛି ବୁଝି ପାରିଲେନି। ମା’ର ଅନ୍ତିମ ସଂସ୍କାର କରିବାକୁ ବି ପାଖରେ ନଥିଲା ଟଙ୍କା। ସେଥିପାଇଁ କାହାକୁ କିଛି ନ ଜଣାଇ ମା’ର…

ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ମୃତ, ୨ ଗୁରୁତର…

ଅହମ୍ମଦାବାଦ : ଆୟୁର୍ବେଦିକ ସିରପ ନେଲା ଜୀବନ। ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ଖେଡ଼ା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଗୁଜରାଟର ଖେଡା ଜିଲ୍ଲାରେ ମିଥାଇଲ ଆଲକହଲ ଯୁକ୍ତ…

ବାୟୁସେନା ଲାଗି ୯୭ ତେଜସ ଓ ୧୫୬ ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଥରିବେ ଶତ୍ରୁ ପକ୍ଷ। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ସାମିଲ ହେବ ଆଉ ୯୭ଟି ଲଢ଼ୁଆ ବିମାନ ତେସଜ। ସେହିପରି ୧୫ଟି ପ୍ରଚଣ୍ଡ ଆଟାକ୍‌ ହେଲିକପ୍ଟରକୁ ମଧ୍ୟ ସାମିଲ କରାଯିବ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏସବୁ ଲଢ଼ୁଆ ବିମାନ କ୍ରୟ କରିବାକୁ ଆଜି…

ତେଲେଙ୍ଗାନା ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ସାଉଥ୍ ସୁପର ଷ୍ଟାର୍…

ହାଇଦ୍ରାବାଦ : ତେଲାଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ୍। ସକାଳ ୭ଟାରୁ ଧାଡିରେ ଛିଡା ହୋଇ ମତଦାନ କରୁଛନ୍ତି ଭୋଟର୍। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାର ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି। ସକାଳୁ ସକାଳୁ…

ସବୁଠାରୁ ପୁରୁଣା ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର…

ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ(ୟୁଏନଏଲଏଫ) ସହ କେନ୍ଦ୍ର ସରକାର ଶାନ୍ତି ଚୁକ୍ତି କରିଛନ୍ତି। ୟୁଏନଏଲଏଫ, କେନ୍ଦ୍ର ସରକାର ଓ ମଣିପୁର ସରକାରଙ୍କ ମଧ୍ୟରେ ଏପରି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋଶାଲ…

ଉଦ୍ଧାର ଶ୍ରମିକ ଗବ୍ବର ସିଂହଙ୍କ କଥାକୁ ନେଇ ଚର୍ଚ୍ଚା

ଦୀର୍ଘ ୧୭ ଦିନ ହେଲା ଉତ୍ତରାଖଣ୍ଡରର ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଶେଷରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମୂଷା ଗାତ ଖୋଳାଳି, ଉଦ୍ଧାରକାରୀ ଟିମ ଓ ଦେଶବାସୀଙ୍କ ପ୍ରାର୍ଥନା ଆଗରେ ଜୀବନ ଜିତିଛି। ୪୧ ଶ୍ରମିକ ୧୭ ଦିନ ହେଲା ଟନେଲ ଭିତରେ ଫସି ରହିଥିଲେ ମଧ୍ୟ…

‘ଟିମ୍‌ ଇଣ୍ଡିଆ’ର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ…

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍‌ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ…

କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପ ଦୁଇଟି ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଗଙ୍ଗାହର…

ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧକ୍ଷତରେ ସଚିବାଳୟରେ ଏକ ବୈଠକ ବସିଥିଲା । ଯେଉଁଥିରେ ଘରୋଇ ବସ୍ ମାଲିକ ସଂଘର ଦାବୀକୁ ନେଇ ଆଲୋଚନା ହୋଇଥିଲା । ଲକ୍ଷ୍ମୀ ବସ୍ ଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ଦାବୀକୁ ସରକାର ମାନି…

ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ: ଅମିତ ଶାହା…

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ସିଏଏ ଦୀର୍ଘ ଦିନରୁ ସଂସଦରେ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଲାଗୁ କରି ପାରି ନାହାନ୍ତି। ତେବେ ଆଜି ଅମିତ ଶାହ କହିଛନ୍ତି ଯେ କେନ୍ଦ୍ର ସରକାର ସିଏଏ…