ଓଡ଼ିଶାରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି…

ଭୁବନେଶ୍ବର: ଆୟକର ବିଭାଗ ଦ୍ବାରା ଚଢ଼ଉ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ଜବତ କରାଯିବା ଘଟଣାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍‌ଣରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ବାଘ ଡରକୁ ବି ଖାତିର କଲେନି; ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ଡେଇଁଲେ ହଷ୍ଟେଲ ପାଚେରି

ରାୟଗଡା : ରାତିରେ ମାତୁଛନ୍ତି ବାଘ । ରାଜରାସ୍ତାରେ ବୁଲୁଛନ୍ତି। ମାତ୍ର ବାଘ ଡରକୁ ଖାତିର ନ କରି ପ୍ରଧାନଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ପିଲା ଶୀତୁଆ ରାତିରେ ହଷ୍ଟେଲ ପାଚେରି ଡେଇଁ ପଡ଼ିଲେ । ଆଉ କୁନି କୁନି ପାଦରେ ପାହାଡ଼ ଜଙ୍ଗଲ ମଝିରେ ୨୫ କିମି…

ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ…

କଟକ : ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବାର ୫ ଦିନ ପରେ ପୁଲିସ୍‌ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ ବୋହୂକୁ ଗିରଫ କରି କୋର୍ଟ ଚାଲାଣ…

କୋକେନ କାହାର : ଖିଅ ପାଉନି କଷ୍ଟମ୍ସ ବିଭାଗ

ପାରାଦୀପ : ପାରାଦୀପ ବନ୍ଦରରୁ ମିଳିଥିବା ୨୦୦ କୋଟି ଟଙ୍କାର କୋକେନ୍‌ କାହାର? ପାରାଦୀପକୁ ଆସିଲା ନା ଏଠାରୁ ବିଦେଶ ଯାଉଥିଲା? ତାହାର ଖିଅ ପାଉନି କଷ୍ଟମ୍ସ ବିଭାଗ। ଅନ୍ୟପକ୍ଷରେ କୋକେନ୍‌ ଜବତ ହୋଇଥିବା ଜାହାଜ MV DEBIର କ୍ର୍ୟୁ ମେମ୍ୱରଙ୍କ ଭାଷା ମଧ୍ୟ ବୁଝି…

୨୦୧୮ରୁ ଏଯାଏଁ ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: କାନାଡ଼ାରେ ସର୍ବାଧିକ…

ନୂଆଦିଲ୍ଲୀ: ୨୦୧୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୪୦୩ ଜଣ ଭାରତୀୟ ଛାତ୍ର ବିଦେଶରେ ମୃତ୍ୟୁବରଣ କରିଛନ୍ତି। ବିଦେଶରେ ମୃତ୍ୟୁବରଣ କରିଥିବା ଉକ୍ତ ଛାତ୍ରଙ୍କ ମଧ୍ୟ‌ରୁ କାନାଡ଼ାରେ ସର୍ବାଧିକ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି…

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ବିଚାର ପୂର୍ବରୁ ଲୋକଙ୍କୁ ବହୁଦିନ ଜେଲ୍‌ରେ ରଖିପାରିବ ନାହିଁ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଶ୍ବର ଏକ ପ୍ରମୁଖ ମଦ କମ୍ପାନିର ସହାୟକ ସଂସ୍ଥା ପର୍‌ନଡ୍‌ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ସାଧାରଣ ପରିଚାଳକ ବିନୟ ବାବୁଙ୍କୁ ଜାମିନ ପ୍ରଦାନ କରିବା ସମୟରେ କହିଛନ୍ତି, ବିଚାରଣ…

ସବୁ ନିୟମ ଭାଙ୍ଗିଛି ସଦାଚାର କମିଟି

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏବଂ ସଂସଦକୁ କଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ଲୋକସଭା ସଦାଚାର କମିଟିର ରିପୋର୍ଟ ଆଜି…

ମିଳିଲା ‘ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ୍‌’ରେ ୮ ମାସ ହେବ ହଜି ଯାଇଥିବା ଟମାଟୋ

ନୂଆଦିଲ୍ଲୀ: ମହାକାଶରେ ଘୂରୁଥିବା ‘ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ୍‌’ରେ ଦୀର୍ଘ ୮ ମାସ ହେବ ହଜିଯାଇଥିବା ଗୋଟାଏ ‘ଟମାଟୋ’ ବା ବିଲାତି ବାଇଗଣ ମିଳିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ…

ବଞ୍ଚିଥିବା ଯାଏଁ AIMIM ନେତା ବାଚସ୍ପତି ଥିଲେ ଶପଥ ନେବିନି: ବିଜେପି ବିଧାୟକ

ହାଇଦ୍ରାବାଦ : ଶପଥ ନେବେନି ତେଲଙ୍ଗାନାର ନବ ନିର୍ବାଚିତ ବିଜେପି ବିଧାୟକ ଟି ରାଜା ସିଂହ। ସେ ଶପଥ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଯଦି AIMIMର ଅକବରଉଦ୍ଦିନ…