ଦୈହିକ ସମ୍ପର୍କ ଲାଗି ମନା କରିବାରୁ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କଲେ ଯୁବକ…

ଇନ୍ଦୋର: ଦୈହିକ ସମ୍ପର୍କ ଲାଗି ଅରାଜି ହେବାରୁ ୨୦ ବର୍ଷୀୟ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କରିଥିବା ଜଣେ ଯୁବକଙ୍କୁ ବୁଧବାର ଦିନ ଇନ୍ଦୋର୍‌ରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ‘ଇନ୍‌ଷ୍ଟାଗ୍ରାମ୍‌’ରେ ବନ୍ଧୁତ୍ବ ନିବିଡ଼ ହେବା ପରେ…

‘ସେଲ୍‌ଫି’ ଉଠାଇଲା ବେଳେ ଆକ୍ରମଣ କଲା ସିଂହ; ଗୁରୁତର ଆହତ‌ ହେଲେ ୨୦ ବର୍ଷିୟ ଯୁବକ

ଲାହୋର୍‌: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିଂହ ସହିତ ସେଲ୍‌ଫି ଉଠାଇବାକୁ ଉଦ୍ୟମ କରିଥିବା ଜଣେ ୨୦ ବର୍ଷିୟ ଯୁବକ ତା’ର ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି। ପୁଲିସ କହିଛି,ଲାହୋରରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର ସାର୍ଗୋଧା…

ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ଗଠିତ କମିଟି ଓ ମନ୍ତ୍ରୀଙ୍କ ସହ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂସଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସେପଟେ ଘଟିଥିବା ତ୍ରୁଟିର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ…

‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ : ‘ମାସିକ ଋତୁସ୍ରାବ ମହିଳା ତଥା ଯୁବତୀଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ। ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା ନାହିଁ।’ ସମଗ୍ର ଦେଶରେ…

ଲୋକସଭା ସୁରକ୍ଷା ଭଙ୍ଗ ଘଟଣା; ୮ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ। ଗତକାଲି ହଠାତ୍ ସଂସଦ ଭବନକୁ ପଶି ଦୁଇ…

ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା; ତାତିଲେ ବିରୋଧୀ, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ : ଗତକାଲି ସଂସଦ ର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସାଂଘାତିକ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ଏହା ପ୍ରତିବାଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ…

ମାଷ୍ଟରମାଇଣ୍ଡ ଲଳିତ ଏବେ ବି ଫେରାର, ଆସିଲା ନୂଆ ତଥ୍ୟ…

ନୂଆଦିଲ୍ଲୀ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ସାଂଘାତିକ ତ୍ରୁଟିକୁ ଗୁରୁତର ଭାବେ ନେଇଛନ୍ତି ସରକାର। ଦୁଇ ଜଣ ଯୁବକ ସଂସଦ ଭିତରେ ସ୍ମୋକ ଆଟାକ କରିଥିବା ବେଳେ ଆଉ ଜଣେ ମହିଳା ଓ ଯୁବକ ସଂସଦ ବାହାରେ ବିକ୍ଷୋଭ କରିଥିଲେ। ବେକାରୀ, ସମ୍ବିଧାନ ସୁରକ୍ଷା ଓ ଯୁବ…

ଉଚ୍ଛୃଙ୍ଖଳ ଆଚରଣ ଯୋଗୁଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ତୃଣମୂଳ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌

ନୂଆଦିଲ୍ଲୀ: ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ଚଳିତ ଅଧିବେଶନର ବାକି ଦିନ ସବୁ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌ଙ୍କୁ ନିଲମ୍ବନ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଆଜି ରାଜ୍ୟସଭାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ…

ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ୧୩ ବିରୋଧୀ ଦଳ ସାଂସଦ ଲୋକସଭାରୁ ନିଲମ୍ବିତ…

ନୂଆଦିଲ୍ଲୀ: ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବାଚସ୍ପତି ଓମ୍‌ ବିର୍ଲା ୧୩ ଜଣ ସାଂସଦଙ୍କ ନାମ ଘୋଷଣା କରିବା ପରେ ଆଜି ଲୋକସଭାରୁ ସଂପୃକ୍ତ ୧୩ ଜଣ ବିରୋଧୀ ସାଂସଦଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିବା ପାଇଁ ଏକ ପ୍ରସ୍ତାବ ପାରିତ…

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ: ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠରେ ତାଲିକାଭୁକ୍ତ ମନି ଲଣ୍ଡରିଂ ମାମଲାରେ ଆପ୍‌ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌…