ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମ୍‌ରେ ୧୫ଟି ଆସନ ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ବର : ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମରେ ୧୫ଟି ଆସନ ଜିତିବ। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ…

ତାରା କହିଲେ- ଡୁ ନଟ୍ ଚ୍ୟାଲେଞ୍ଜ ମି…

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୩୮ଟି ଲକ୍ଷ୍ମୀ ବସ୍ ଚାଲିବ। ଏଥିପାଇଁ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆଜି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବନ୍ଧା ହେଲେ ନୟାଗଡ଼ ସବ୍‌ରେଜିଷ୍ଟ୍ରାର…

ନୟାଗଡ଼ : ନୟାଗଡ଼ ଜିଲ୍ଲା ସବ୍‌ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୭୯% ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗତକାଲି…

ମଦ ବେପାରୀଙ୍କ ଟଙ୍କା ନୁହେଁ ବିଜେଡିର ଦଳୀୟ ପାଣ୍ଠି : ମନମୋହନ

ଭୁବନେଶ୍ୱର: ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ଘଟଣାରେ ବିଜେପି ଆଜି ବିଜେଡ଼ିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ଯେ ଏହା ମଦ ବ୍ୟବସାୟୀଙ୍କ ଟଙ୍କା ନା ଦଳୀୟ…

ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା…

ଭୁବନେଶ୍ୱର: ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ଏବେ ବନବିଭାଗକୁ ଘାରିଛି | ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ ୩୧ ନଭେମ୍ବରରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଲାଗିଛି | ଅଣ୍ଡାଦାନ ସମୟରେ ଡିଆରଡିଓ କଲାମ ଦ୍ବୀପରୁ…

ରଂଜିତ ପାତ୍ର ହେଲେ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି…

ଭୁବନେଶ୍ବର: ରାଜ୍ୟର ଯୁବ କଂଗ୍ରେସ ସଭାପତି ବଦଳିଛନ୍ତି। ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ରଂଜିତଙ୍କୁ ସଭାପତି ଭାବେ ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ନିଯୁକ୍ତ କରିଛନ୍ତି। ସେହିପରି ସାଗର ଚରଣ ଦାସ ଓ…

ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ୭ଡିଗ୍ରି ରେକର୍ଡ…

ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ଦିନକୁ ଦିନ ତଲମୁଁହା ହେବାରେ ଲାଗିଛି। ସପ୍ତାହେ ହେଲା ପାରଦ ତଳମୁଁହା ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆଜି…

ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି: ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ…

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୬ ତାରିଖରେ ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପାଦ ଥାପିବ। ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି (ଡିସେମ୍ବର ୧୫) ଶଙ୍ଖ ଭବନରେ ରାଜ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବିଜେଡିି…

ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଯୁଦ୍ଧ ଚାଲିବ: ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ

ଜେରୁଜେଲମ୍‌: ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ବୁଧବାର ଦିନ ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍‌ କହିଛନ୍ତି। ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ,…

୧୭ ବର୍ଷୀୟ ପାଳିତା ଝିଅ ନିଖୋଜ; ଶାଢ଼ିରେ ଫାଶୀ ଦେଇ ଜୀବନ ହାରିଲେ କଳାକାର ଦମ୍ପତି…

ଉଡୁପୀ: କର୍ଣ୍ଣାଟକର ଉଡୁପୀ ଜିଲ୍ଲା ଅନ୍ତର୍ଗତ କ‌ୌପ୍‌ ତାଲୁକ ଅଞ୍ଚଳର ମାଜୂର ଗାଁସ୍ଥିତ କରନଡାଡିରେ ଥିବା ବାସଭବନରୁ ୧୭ ବର୍ଷୀୟ ପାଳିତା ଝିଅ ନିଖୋଜ ହୋଇଯିବାରୁ ମଙ୍ଗଳବାର ରାତିରେ ଏକ କଳାକାର ଦମ୍ପତି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ୧୧.୨୦ରୁ ୧୨.୩୦…