ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୨ଜଣ ଅଟକ

କଟକ : କଟକ ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଏସସିବି ଫାଣ୍ଡିରେ ଅଭିଯୋଗ

ଆସନ୍ତା ୨୪ରୁ ପିଏମ୍ ଆବାସ ସର୍ଭେ

ଭୁବନେଶ୍ବର: ଆଉ ନାହିଁ ବିଜ ପକ୍କାଘର । ଏଥର ପିଏମ୍ ଆବାସରେ ଘର ପାଇଁ ସହାୟତା ଯୋଗାଇବେ ରାଜ୍ୟ ସରକାର । ଯାହାକୁ ନେଇ ଆସନ୍ତା ୧୪ରେ ପିଏମ ଆବାସ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଏନେଇ ମନ୍ତ୍ରୀ କହିଛନ୍ତି, ଉଭୟ ଅଫଲାଇନ ଏବଂ ଅନଲାଇନରେ

ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା ସହିତ, କୋର୍ଟ ୫୦,୦୦୦ ଟଙ୍କା

କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ । ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣି ବହୁଳ

ରାଜ୍ୟରେ ପୂରଣ ହେବ ନୂଆ ଦୁଇ ହଜାର ଟ୍ରାଫିକ୍ ପୋଲିସ ପଦବୀ

ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଡ଼କ ଦୁର୍ଘଟଣା, ସାଇବର ଅପରାଧ ରୋରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ

ଜୁଆଆଡ୍ଡା ରେ ଚଢ଼ଉ: ୧୦ ଜଣ ଜୁଆଡ଼ି ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ ନାଉଖାଲ ନିକଟରେ ଏକ ଜୁଆଆଡ୍ଡା ରେ ପୁଲିସ ଚଢ଼ଉ କରି ୧୦ ଜଣକୁ ଗିରଫ କରାଯାଇଛି।ନାଉଖାଲ, ଜାମୁ ପାଟଣା, ଲଣ୍ଡାବାଦୁ ଅଞ୍ଚଳରେ ଦୀର୍ଘ ଦିନ ହେବ କେତେକ ଆନ୍ତଃଜିଲ୍ଲା ଜୁଆଡି ସହିତ କେତେକ ସ୍ଥାନୀୟ ଲୋକ

ପ୍ରଶାସନ ର ଛତ୍ରଛାୟା ତଳେ କପିପେଷ୍ଟ ଗୋଦି ମିଡ଼ିଆ : ବଟି ଆଦାୟ ଓ ପ୍ରଶାସନ ର ଦଲାଲି ରେ ଧୁରନ୍ଧର …..!

ବ୍ରହ୍ମପୁର: ଆଜି କାଲି ବ୍ରାଣ୍ଡେଡ ସାମଗ୍ରୀ ର ଚାହିଦା କୁ ଦେଖି ସେହି ନାମକୁ ନକଲି କରି ବଜାର ରେ ବିକ୍ରି କରାଯାଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ହେଉଛି। ଠିକ ସେହିପରି ସାମ୍ବାଦିକ ପେସା କୁ କିଛି ଗୋଦି ମିଡ଼ିଆ ଢାଲ କରିବା ସହ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ବଟି

ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତରେ ଆସି ଆଜି ଖଣି ଏବଂ କୋଇଲା ଶିଳ୍ପ ସହିତ ଜଡିତ ବିଭିନ୍ନ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନଙ୍କ ସହିତ ଏକ ପାରସ୍ପରିକ ଆଲୋଚନା କରିଥିଲେ। ଭୁବନେଶ୍ୱରସ୍ଥିତ ନାଲକୋ ଭବନରେ

ଜ୍ଞାନେନ୍ଦ୍ର ପ୍ରତାପ ସିଂହ ସିଆରପିଏଫ ର ନୂଆ ଡିଜି ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜ୍ଞାନେନ୍ଦ୍ର ପ୍ରତାପ ସିଂହଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ନୂଆ ଡିଜି ନିଯୁକ୍ତ କରିଛନ୍ତି । ବିଭାଗୀୟ ଆଦେଶ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତିୟ ସମିତି ମଞ୍ଜୁରି ଦେଇଛି । କାର୍ମିକ

ଚିଲିକାରେ ଫସିଲେ ୫୦ ଯାତ୍ରୀ

ବ୍ରହ୍ମଗିରି: ଚିଲିକା ଜଳରାଶିରେ ରବିବାର ଅପରାହ୍‌ଣରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ଯାଇଛି। ଏହି ଅଘଟଣ ପାଇଁ ୫୦ ଜଣ ଯାତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଫସିଛନ୍ତି। ସେମାନଙ୍କୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ଏହିଭଳି ପରିସ୍ଥିତି