ସାନପଦର ଠାରେ ନୂଆ ପାସେଞ୍ଜର ହଲ୍ଟ; ଉପକୃତ ହେବେ ସ୍ଥାନୀୟ ଯାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଅବସ୍ଥିତ ସାନପଦର ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏହି ନୂତନ ପାସେଞ୍ଜର ହଲ୍ଟ ଅଞ୍ଚଳର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ସୁଗମତାକୁ ଉନ୍ନତ କରିବ ।

କଟକ ସହରରେ ପୁଣି ଜବର ଦଖଲ ଉଚ୍ଛେଦ, ଆଜି ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ

କଟକ : କଟକ ସହରରେ ପୁଣି ଦେଖିବାକୁ ମିଳିଛି ଜବର ଦଖଲ ଉଚ୍ଛେଦ । ଖାନନଗର ପେଟ୍ରୋଲ ପମ୍ପ ଠାରୁ ମାଛ ଗୋଦାମ ପର୍ଯ୍ୟନ୍ତ ରାସ୍ତା କଡ଼କୁ ଲାଗି କରିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରୁଛି କଟକ ମହାନଗର ନିଗମ । ପୂର୍ତ୍ତ ବିଭାଗ ଅଧୀନସ୍ଥ ଏକ ପ୍ରକଳ୍ପ କାର୍ଯ୍ୟ ପାଇଁ ଏହି ଉଚ୍ଛେଦ

ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ

ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ

ମୁଖ୍ୟମନ୍ତ୍ରୀ ନୁହେଁ ସୁପର ମୁଖ୍ୟମନ୍ତ୍ରୀ ଚଳାଉଛନ୍ତି ସରକାର: ତେଜସ୍ୱୀ

ପାଟନା: ଆଜି ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ତେଜସ୍ୱୀ କହିଛନ୍ତି ଯେ ସେ ଏହା ଅନେକ ଥର କହିଛନ୍ତି ଏବଂ ଏବେ ଜେଡିୟୁ ଛାଡି ବିଜେପିରେ ଯୋଗ ଦେଇଥିବା ମଙ୍ଗାନି ଲାଲ ମଣ୍ଡଳ ମଧ୍ୟ ସମାନ ବୟାନ

ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ମାମଲା, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବରଗଡ଼ : ଗିରଫ ହେଲେ ୩ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର । ବରଗଡ଼ ସଦର ବ୍ଲକ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଫେରାର

କାଲିଠୁ କମିବ ଶୀତ

ଭୁବନେଶ୍ବର: କାଲିଠୁ କମିବ ଶୀତ । ରାଜ୍ୟରେ ଆସନ୍ତାକାଲିଠୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ

ଜାତିସଂଘରେ ଚୀନ୍‌ ପାଇଁ ସଙ୍କଟ: ସୁରକ୍ଷା ପରିଷଦର ସଦସ୍ୟ ହୋଇପାରେ ଫିଲିପାଇନ୍ସ

ମାନିଲା: ଦକ୍ଷିଣ ଚୀନ୍ ସାଗରରେ ଦାଦାଗିରି ଦେଖାଉଥିବା ଚୀନ୍‌ ପାଇଁ ଏବେ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଚୀନ୍‌ ପଡୋଶୀ ଦେଶ ଭିଏତନାମ, ଫିଲିପାଇନ୍ସ, ଜାପାନ ଏବଂ ତାଇୱାନକୁ ଭୟଭୀତ କରିବାରେ ବ୍ୟସ୍ତ ଅଛି। ଚୀନ୍‌ର ଏହି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଫିଲିପାଇନ୍ସକୁ ବର୍ତ୍ତମାନ ମିଳିତ

ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ଆୟକର ସମ୍ପର୍କିତ କାଗଜପତ୍ର କରୁଛନ୍ତି ଯାଞ୍ଚ

ସମ୍ବଲପୁର : ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଧନକଉଡ଼ାର ଏକ ଭଡା ଘରେ ଏହି ରେଡ କରାଯାଉଛି । ଲଗାତାର ୩ ଦିନ ଧରି ଆୟକର ବିଭାଗର ଅଧିକାରୀମାନେ ଏହି ରେଡ୍ କରୁଛନ୍ତି। ଆଜି ସକାଳୁ ଚତୁର୍ଥ

ବଢୁଛି ନବଙ୍କ ହତ୍ୟାକାଣ୍ଡ ଦ୍ବନ୍ଦ୍ବ: ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ରହିଛି ୨୩ର ସେ ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ । ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଉଠିଛି ପ୍ରଶ୍ନ । ଏବେ ଗଣମାଧ୍ୟମରେ ନବ

ଗାଜାର କରୁଣ ଦୃଶ୍ୟ: ଭଙ୍ଗାଘର ତଳେ ମଣିଷ କଙ୍କାଳ

ଗାଜା: ଗାଜାରେ ଅସ୍ତ୍ରବିରତି ଘୋଷଣା ପରେ ଯୁଦ୍ଧ ବିରାମ ଘୋଷଣା ପରେ ଇସ୍ରାଏଲ୍ ସେନା ପ୍ରତ୍ୟାହାର କରିଛି। ୧୫ ମାସ ପରେ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି। ସେମାନେ ଇସ୍ରାଏଲର ଆକ୍ରମଣ ଯୋଗୁ ସାମରିକ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। ଗାଜାବାସୀ ୧୫ ମାସ ପରେ ନିଜ ଭିଟାମାଟିକୁ