ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ରାଜ୍ୟ ଛାତ୍ର ସଭାପତି ହେଲେ ଦେବାଶିଷ

ଫୁଲବାଣୀ : ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳର ଯୁବ ସମାଜସେବୀ ଦେବାଶିଷ ସାହାଣୀ l ତାଙ୍କୁ ରାଜ୍ୟ ତରଫରୁ ମନୋନୀତ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଏବଂଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମାନଙ୍କର ଜାତୀୟ ପ୍ରଶାସନିକ ସଚିବ ଅବିନାଶ ସାମନ୍ତରାୟ ଉଚ୍ଚିତ ଦାଇତ୍ୱ ପ୍ରଧାନ ସେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l କନ୍ଧମାଳ ଜିଲ୍ଲା ପାଈଁ ଦେବାଶିଷ ଏ ଦାୟିତ୍ଵ ସୂଚାରୁ ରୂପେ ତୁଲାଇବେ ବୋଲି ସରକାରୀ କହିଛନ୍ତି l ଏ ନେଇ ଦେବାଶିଷଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l

nis-ad
Leave A Reply

Your email address will not be published.