ବିଜୁ ପଟ୍ଟନାୟକ ବନ୍ୟ ଜୀବ ସଂରକ୍ଷଣ ନିମନ୍ତେ ପୁରସ୍କୃତ ଓ ସମ୍ମାନିତ ହେଲେ ପକ୍ଷୀରାଣୀ ଦୀପା …

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ବନ ବହୁଳ ଜିଲ୍ଲା ଅଟେ l ଗତ ୧୦ ବର୍ଷ ଧରି ଘର ଚଟିଆ ସଂରକ୍ଷଣ ନିମନ୍ତେ କାର୍ଯ୍ୟକରୀ ଆସୁଛନ୍ତି ଦିପାରାଣୀ ନାୟକ l ମାଲକାନଗିରି ମହାବିଦ୍ୟାଳୟ ରେ ବାଣିଜ୍ୟ ରେ +୩ ପଢ଼ିବା ପରେ ଖଲିକୋଟ ଚାରୁକଳା ମହାବିଦ୍ୟାଳୟରୁ ଭାରତୀୟ ମୁଦ୍ରଣ ଚିତ୍ରକଳା ରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି l
ନିଜ ଅଧ୍ୟବସାୟ ଯୋଗୁଁ ଚଳିତ ବର୍ଷ ବନଖଣ୍ଡ ଅଧିକାରୀଙ୍କ ଦ୍ବାରା ଚୟନ ହୋଇ ଜିଲ୍ଲା ବନ ଜୀବ ସଂରକ୍ଷକ ୨୦୨୨ ରେ ସମ୍ମାନିତ ଓ ୫୦୦୦ ଟଙ୍କାର ଏକ ଚେକ୍ ମଧ୍ୟ ଗ୍ରହଣ କରିଥିଲେ l ଆଜି ନବବର୍ଷ ୨୦୨୩ ଅଭିନନ୍ଦନ ସମାରୋହ ରେ ସମ୍ମାନିତ କରାଯାଇଛି

nis-ad
Leave A Reply

Your email address will not be published.