କଟକ-ଚାନ୍ଦବାଲି ରାସ୍ତାରେ ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ…

କେନ୍ଦ୍ରାପଡା:ଅଟୋ ସହ ଅଜଣା ଗାଡି ଧକ୍କା । ୩ ମୃତ । କଟକ -ଚାନ୍ଦବାଲି ରାସ୍ତାର ଜମଧର ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଅଟୋ ଯୋଗେ ଭୁବନେଶ୍ୱରରୁ ଆଳି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଅଟୋ ଡ୍ରାଇଭର ହେମନ୍ତ ସୁଣ୍ଡରାଏ, ରାଜନଗରର ରାଜେନ୍ଦ୍ର ବଲ୍‌ ଓ ଆଳି ବ୍ଳକ ଜମୁଦଣ୍ଡା ଅଞ୍ଚଳର ଆଶିଷ ବେହୁରା ।

nis-ad
Leave A Reply

Your email address will not be published.