ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା, ୧୩ ବର୍ଷର ଝିଅକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌…

ଭୁବନେଶ୍ୱର: ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା । ଭୁବନେଶ୍ୱର ପଳାଶୁଣି ବ୍ୟାଙ୍କ କଲୋନୀରୁ ୧୩ ବର୍ଷର ଝିଅକୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ୍‌ । କମ୍ପାନୀ କାମ ପରେ ନାବାଳିକାଙ୍କୁ ନିଜ ଘର କାମରେ ଲଗାଉଥିଲେ ମାଲିକାଣୀ । ଗରିବ ପରିବାରରୁ ଝିଅ ଆଣି ଘରେ ଶ୍ରମିକ ଭଳି କାମ କରାଉଥିଲେ । କାମ ନକଲେ ଘର ମାଲିକ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.