ଗାଡ଼ି ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଚାଲିଗଲା ପ୍ରାଣବାୟୁ

କେନ୍ଦ୍ରାପଡ଼ା: ଗାଡ଼ି ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କ ଉପରେ ଚଢ଼ାଇ ଦେଲେ ପିକଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ହୋମଗାର୍ଡ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଛକରେ ଏବହି ଘଟଣା ଘଟିଛି । ମୃତକ ହେଲେ ପ୍ରବୀର ମହାପାତ୍ର । ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ଚେକିଂ ବେଳେ ଗାଡ଼ି ଅଟକାଇଥିଲେ ହୋମଗାର୍ଡ ପ୍ରବୀର ମହାପାତ୍ର । ପିକଅପ୍‌ ଭ୍ୟାନ୍‌ ଧ୍କକା ଦେଇ ପଳାଇଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

nis-ad
Leave A Reply

Your email address will not be published.