ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ତୃତୀୟ ଥର ପାଇଁ ସେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇ ଥରରେ ତାଙ୍କୁ ପାଖାପାଖି ୨୯ ଘଣ୍ଟା ଜେରା କରିଥିଲା । ଏବେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଇଡି ଜେରା କରୁଛି ।

ଆଜି ଶ୍ରଦ୍ଧାଞ୍ଜଳିଙ୍କ ସହ ମୁହାଁମୁହିଁ ଜେରା କରିବା ସମ୍ଭାବନା ରହିଛି । ସେମାନଙ୍କୁ ସାମନା ସାମନି ଜେରା କଲେ ଅନେକ ଗୁମର ଫିଟିବା ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.