କୋରାପୁଟ: ଓଲଟିଲା ଗ୍ୟାସ ଟ୍ୟାଙ୍କର। କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର। ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଗ୍ୟାସ୍ ଟ୍ୟାଙ୍କର ରାସ୍ତା କଡକୁ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର।
ଘଟଣାସ୍ଥଳରେ ପଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗ୍ୟାସ୍ ଟ୍ୟାଙ୍କରରୁ ଦୁଇଟି ଭଲ୍ବରୁ ଗ୍ୟାସ୍ ଲିକ୍ ହେଉଛି। ବିଶାଖାପାଟଣାରୁ ବିଶେଷଜ୍ଞ ଟିମ୍ ଆସୁଛନ୍ତି। ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ରାଜୁପୁଡ଼ା-ପୁକାଲି ଛକ ଦେଇ ଥାନା ଅଧିକାରୀ କୈବଲ୍ୟ ସେଠ୍ ସୂଚନା ଦେଇଛନ୍ତି।